Back
Odisha bus crash: two dead, dozens injured
AMABHAYA MOHANTY
Oct 29, 2025 12:04:54
Keonjhar, Odisha
ଓଡିଶାର ଜଳେଶ୍ଵର ଜିଲ୍ଲାର ବଡ଼ ଧରଣ ର ବସ ଦୁର୍ଘଟଣା, ଦୁଇ ମୃତ । NH 60 ନଂ ଜାତୀୟ ରାଜପଥ ଲକ୍ଷ୍ମଣନାଥ ଟୋଲ ଗେଟ ନିକଟରେ ହୋଇଥିବା ଧାନ ବୋଝେଇ ଟ୍ରକ କୁ ପଛପଟୁ ଧକ୍କା ଦେଲା ଯାତ୍ରୀବାହି ବସ । ଘଟଣା ସ୍ଥଳରେ ୨ ମୃତ ,୧୦ ରୁ ଅଧିକ ଆହତ । ଜଳେଶ୍ଵର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି, ସୁଚନା ଅନୁଯାୟ ଲକ୍ଷ୍ମଣନାଥ ଟୋଲପ୍ଲାଜା ନିକଟରେ ଏକ ଧାନ ବୋଝେଇ ଟ୍ରକ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଥିବା ବେଳେ ଢେଙ୍କାନାଳ ରୁ କଲିକତା abhimuke ଯାଉଥିବା ଡଲଫିନ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍ ଟ୍ରକ କୁ ପଛପଟୁ ଧକ୍କା ଦେଇଥିଲା,ଫଳରେ  କ୍ୟାବିନ ସମ୍ପୁର୍ଣ୍ଣ ନଷ୍ଟ ହୋଇଛି,ଘଟଣା ସ୍ଥଳରେ ହେଲପର ନରସିଂହ ଖଟୁଆଙ୍କ ଓ ଡ୍ରାଇଭର ସେକ ଅବଦୁଲ ଙ୍କ ମୃତ୍ୟୁ ହୋଇଛି । ୭ ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି, ବସରେ ପ୍ରାୟ ୫୦ ଯାତ୍ରୀ ଥିବା ସୂଚନା।
6
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
2
Report
0
Report
0
Report
0
Report
3
Report
6
Report
3
Report
0
Report
2
Report
Farrukhabad, Uttar Pradesh:फतेहगढ़ पुलिस लाइन में सरदार वल्लभभाई पटेल की 150 में जयंती के अवसर पर राष्ट्रीय एकता दिवस के तौर पर रन फॉर यूनिटी का आयोजन किया गया है। पुलिस लाइन से रैली निकलकर कलेक्ट्रेट तिराहा तक जाकर वापस पुलिस लाइन में आकर सम्पन्न हुई।
3
Report
0
Report
0
Report
3
Report
3
Report
2
Report
 Eshan Khan
Eshan Khan Aditya
Aditya Deepak Chaudhary
Deepak Chaudhary Sundaram Singh
Sundaram Singh Pinewz Desk
Pinewz Desk PAWAN PANDEY
PAWAN PANDEY SANJEEV AZAD
SANJEEV AZAD