Back
पुरी समुद्र तट पर पर्यटनक हमला: लाइफगार्ड पर हमला, सुरक्षा बढ़ाई जाएगी
SMSanjay Mohapatra
Oct 28, 2025 13:54:37
Puri, Odisha
ପୁରୀ ବେଳାଭୂମିରେ ପର୍ଯ୍ୟଟକଙ୍କ ଆକ୍ରମଣରେ ଲାଇଫଗାର୍ଡ ଆହତ। କିଛି ସମୟ ପୂର୍ବରୁ ଜଣେ ପର୍ଯ୍ୟଟକ ଓ ତାଙ୍କର ଧର୍ମପତ୍ନୀଙ୍କୁ ସମୁଦ୍ର ସ୍ନାନ କରିବାକୁ ବାରଣ କରିବାରୁ ଲାଇଫଗାର୍ଡଙ୍କୁ ମାଡ୍ ମାରାଯାଇଛି। ବାତ୍ୟା ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବା ଆଶଙ୍କା କରି ଏବଂ ସମସ୍ତ ପର୍ଯ୍ୟଟକଙ୍କ ଜୀବନକୁ ମୂଲ୍ୟବାନ ଭାବେ ଗତକାଲି, ଆଜି ଓ ଆସନ୍ତାକାଳି ସମୁଦ୍ର ସ୍ନାନ ଉପରେ କଟକଣା ଲଗାଇଛନ୍ତି ସରକାର, ଯାହାକୁ ଅନେକ ପର୍ଯ୍ୟଟକ ସ୍ୱାଗତ କରିଛନ୍ତି। କିନ୍ତୁ ପର୍ଯ୍ୟଟକଙ୍କ ଲାଇଫଗାର୍ଡ ପ୍ରତି ଦୁର୍ବ୍ୟବହାରକୁ ସାଧାରଣରେ ନିନ୍ଦା କରାଯାଇଛି। ସେପଟେ ଲାଇଫଗାର୍ଡଙ୍କୁ ଅଭିଯୋଗର ମାମଲା ସମୁଦ୍ରକୂଳ ଥାନାରେ ରୁଜୁ ହେଲା। ପୁରୀ ସମୁଦ୍ରକୂଳ ଅଗ୍ନିଶମ ଓ ବିପର୍ଜୟ ମୁକାବିলা ପୋଷ୍ଟର ଭାରପ୍ରାପ୍ତ ଅଧିକାରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କଲେ ଯେ, ଆଜି ବାତ୍ୟା ପ୍ରାକାଶ ହେବାର ଦ୍ରଷ୍ଟିରେ ପୁରୀ ଜିଲ୍ଲା ପ୍ରଶାସନ ନିର୍ଦେଶ ଅନୁଯାୟୀ ପର୍ଯ୍ୟଟକଙ୍କ ସୁରକ୍ଷା ନିମିତ୍ତ କୌଣସି ବ୍ୟକ୍ତିଙ୍କୁ ସମୁଦ୍ର ମଧ୍ୟରେ ଗାଧୋଇବାକୁ ବାରଣ କରାଯାଉଥିଲା । ସକାଳ ୯ଟା ସମୟରେ କିଛି ବଙ୍ଗୀୟ ପର୍ଯ୍ୟଟକ ଜବରଦସ୍ତି ସମୁଦ୍ର ମଧ୍ୟକୁ ପ୍ରବେଶ କରୁଥିଲେ । ଏହାକୁ ଉପସ୍ଥିତ ଲାଇଫଗାର୍ଡ LG/218 J Pradion, Jogi Rao, Balala Rao ମାନେ ବାରଣ କରିଥିଲେ । କିନ୍ତୁ ଉକ୍ତ ପର୍ଯ୍ୟଟକ ମାନେ ଲାଇଫଗାର୍ଡମାନଙ୍କୁ ଦୁର୍ବ୍ୟବହାର କରିଥିଲେ ଓ ଆକ୍ରମଣ କରିଥିଲେ । ଏହାକୁ ଭିତ୍ତି କରି SEABEACH PS ଏତଲା ନମ୍ବର 311/25 ତାରିଖ 28.10.25 U/s. 126(2)/132/296/115(2)/3(5) BNS ପଞ୍ଜୀକୃତ କରାଯାଇଛି। ତେଣୁ ଜନସାଧାରଣଙ୍କୁ ଜଣାଇ ଦିଆଯାଉଛିକି ଆପଣମାନେ ସମୁଦ୍ର ମଧ୍ୟକୁ ପ୍ରବେଶ କରନ୍ତୁ ନାହିଁ ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
3
Report
4
Report
ATAlok Tripathi
FollowOct 28, 2025 16:12:390
Report
3
Report
0
Report
जौनपुर में एमडीएमए तस्करी का भंडाफोड़ पिता और दो बेटों की गिरफ्तारी, एक करोड़ की नशीली सामग्री बरामद
0
Report
0
Report
6
Report
4
Report
2
Report
WJWalmik Joshi
FollowOct 28, 2025 15:02:265
Report
PKPrakash Kumar Sinha
FollowOct 28, 2025 15:02:093
Report
DDDeepak Dwivedi
FollowOct 28, 2025 15:01:301
Report
PPPRANAV POLEKAR
FollowOct 28, 2025 15:01:154
Report
