Back
संबलपुर के राम मंदिर में रोज पाँच बार श्रीराम चौपाई पाठ, स्थानीय भक्त सुरक्षा की मांग
ANAJAY NATH
Mar 27, 2026 10:51:51
Sambalpur, Odisha
୭୦ ବର୍ଷ ହେବ ପ୍ରତ୍ୟେକ ଦିନ ଶ୍ରୀରାମ ଚୌପାଇ ପାଞ୍ଚ ଥର ପଠନ ହୁଏ ଏହି ସ୍ରୀରାମ ଲାଲାଙ୍କ ମନ୍ଦିର ରେ | ସମ୍ବଲପୁର କୁଞ୍ଜେଲ ପଡା ରେ ଅବସ୍ଥିତ ଏହି ସର୍ବ ପୁରାତନ ରାମ ମନ୍ଦିର ଟି ୨୦୧୪ ସମ୍ବଦ ରେ ତିଆରି ହୋଇଥିବା ବେଳେ ଏଠାରେ ପ୍ରତ୍ୟେକ ଦିନ ସନ୍ଧ୍ୟା ରେ ପାଞ୍ଚ ଥର ନିଶ୍ଚିତ ଶ୍ରୀରାମ ଚୌପାଇ ପଠନ କରାଯାଏ |ଖରା ବର୍ଷା ଶୀତ କାକର ଏମିତି କୌଣସି ଦିନ ନାହିଁ ଯେଉଁଦିନ କି ଏଠାରେ ଶ୍ରୀରାମ ଚୌପାଇ ପାଞ୍ଚ ଥର ପଠନ କରାଯାଇ ନାହାଁ |ଏଭଳି କି କୋଭିଡ଼ ସମୟ ରେ ମଧ୍ୟ କେହି ଜଣେ ଯାଇ ନିଶ୍ଚିତ ଭାବରେ ପୂଜାପାଠ ସହ ଶ୍ରୀରାମ ଚୌପାଇ ପାଠ କରି ଆସୁଥିଲେ | କିନ୍ତୁ ଆଜି ପର୍ୟ୍ୟନ୍ତ ଏଭଳି ଏକ ସ୍ୱତନ୍ତ୍ରତା ବହନ କରୁଥିବା ଶ୍ରୀରାମ ମନ୍ଦିର ଉପରେ ଦେବୋତ୍ତର ବିଭାଗ ର ଦୃଷ୍ଟି ନ ପଡିବା ଆଶ୍ଚର୍ଯ୍ୟ କରିଛି ସ୍ଥାନୀୟ ବାସିନ୍ଦା ଙ୍କୁ |ଏ ନେଇ ସେମାନେ ଦୁଃଖ ପ୍ରକାଶ କରିବା ସହ ବିଭାଗ କୁ ରାକ୍ଷଣାବେକ୍ଷଣ ଦାୟିତ୍ୱ ନେବା ପାଇଁ ଅନୁରୋଧ କରାଯାଇଛି | ସେ ଅଂଚଳ ରେ ବସବାସ କରୁଥିବା ସ୍ଥାନୀୟ ଲୋକେ ଦୀର୍ଘ ସାତ ପୀଢ଼ି ହେଲା ଏ ମନ୍ଦିର ଦାୟିତ୍ୱ ନିର୍ବାହ କରୁଥିବା ବେଳେ ବର୍ଷ ବର୍ଷ ହେବ ଏ ମନ୍ଦିର ରେ ଜଡିତ ରହିଥିବା କହିଛନ୍ତି
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
1026
Report
1062
Report
1073
Report
1067
Report
1028
Report
0
Report
VRVIJAY RANA
FollowMar 27, 2026 12:07:000
Report
GPGovind Prasad Pandey
FollowMar 27, 2026 12:06:440
Report
GPGovind Prasad Pandey
FollowMar 27, 2026 12:06:310
Report
KJKamran Jalili
FollowMar 27, 2026 12:06:13Ranchi, Jharkhand:रांची के अल्बर्ट एक्का चौक पर रामनवमी के शोभा यात्रा में शामिल हुए, बाबूलाल मरांडी और केन्द्रीय रक्षा राज्य मंत्री संजय सेठ
0
Report
GPGovind Prasad Pandey
FollowMar 27, 2026 12:05:460
Report
VMVimlesh Mishra
FollowMar 27, 2026 12:05:290
Report
0
Report
GPGovind Prasad Pandey
FollowMar 27, 2026 12:05:070
Report
GPGovind Prasad Pandey
FollowMar 27, 2026 12:04:570
Report