Back
कटक के रूमझूम नृत्यालय में 12वां वार्षिक उत्सव रंग-गीत-उत्साह
SMSURYA MOHANTY
Oct 28, 2025 08:20:07
Khordha, Odisha
ରୁମଝୁମ୍ ନିତ୍ର୍ୟାଳୟ ୧୨ ତମ ବାର୍ଷିକ ଉତ୍ସବ ମହା ସମାରୋହରେ ପାଳିତ କଟକ:- ନୃତ୍ୟ, ସଙ୍ଗୀତ, ଓ କଳା ବିନା ଜୀବନ ଉଧୂରା ବୋଲି କୋଲକତା ଆଇ ଏସ ସି ଆର ସତ୍ୟଜିତ ରାୟ ଅଡିଟୋରିୟମରେ ଅନୁଷ୍ଠିତ ରୁମଝୁମ୍ ନିତ୍ର୍ୟାଳୟ ୧୨ ତମ ବାର୍ଷିକ ଉତ୍ସବରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ, ଉଦ୍ଘାଟିକ ଭାବେ ଗୁରୁ ପୁସ୍ପିତା ନନ୍ଦି ଓ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା MBC TV ପ୍ରତିନିଧି ଜିତେନ୍ଦ୍ର ପ୍ରସାଦ ଯୋଗ ଦେଇଥିଲେ, ଅନ୍ୟ ଅତିଥି ଭାବେ ଗୁରୁ ସୌଭିକ ଚକ୍ରବର୍ତ୍ତୀ, ଗୁରୁ ଦିପା ହଜରା , ଗୁରୁ ଶ୍ରାବଣୀ ଦାସ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ । ଶିଶୁ ମାନଙ୍କ ସୃଜଶୀଳତା ରେ ଅଭିଭାବକ ମାନଙ୍କର ଗୁରୁ ଦାୟିତ୍ୱ ଅଛିବୋଲି ନୃତ୍ୟ ଗୁରୁମାନେ ମତ ବ୍ୟକ୍ତ କରିଥଲେ। ଅନୁଷ୍ଠାନର ଚେୟାରମେନ ରୁବି ଘୋଷ ବାର୍ଷିକ ବିବରଣୀ ଓ ସ୍ଵାଗତ ଭାଷଣ ପ୍ରଦାନ କରାଯାଇଥିଲା , ଶେଷରେ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାଯ୍ୟକର୍ମ ପରିବେଷଣ କରାଯାଇଥିଲା. ୮୦ ରୁ ଉର୍ଦ୍ଧ ଅନୁଷ୍ଠାନ ର ପିଲା ମାନେ ସୁନ୍ଦର ସୁନ୍ଦର ନୃତ୍ୟ ରେ ଦର୍ଶକ ଙ୍କୁ ବାନ୍ଧି ରଖିଥିଲେ । କ୍ଲାସିକାଲ , ସେମିକ୍ଲାସିକାଲ, କଥକ ଓ ଦେଶାତ୍ମକ ବୋଧକ ସଙ୍ଗୀତ ରେ ନୃତ୍ୟ ପରିବେଷଣ କରିଥିଲେ । ଶେଷରେ ପ୍ରତିଯୋଗୀ ମାନକୁ ପୁରସ୍କାର ପ୍ରଦାନ କରାଯାଇଥିଲା.
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
पिपरिया में संचालित टोल टैक्स को बंद करने के सांसद दर्शन सिंह ने दिये निर्देश सभी ब्लाइंड स्पॉट हटाक
0
Report
0
Report
0
Report
*थाना कटरा बाजार क्षेत्रांतर्गत 02 बच्चों के तालाब में डूबने से हुई मृत्यु के संबंध में अपर पुलिस अध
Gonda, Uttar Pradesh:*थाना कटरा बाजार क्षेत्रांतर्गत 02 बच्चों के तालाब में डूबने से हुई मृत्यु के संबंध में अपर पुलिस अधीक्षक पश्चिमी राधेश्याम राय की बाइट* 👇
2
Report
Daranagar, Saini, Uttar Pradesh:नवागत DM अमित पाल शर्मा ने कार्यभार ग्रहण किया
कोषागार पहुंच कर कार्यभार ग्रहण किया
ADM CDO साथ मौजूद रहे
6
Report
0
Report
0
Report
हापुड थानां बहादुरगढ़ पुलिस की 20000 के इनामी गैंगस्टर बदमाश से मुठभेड़ घायल पुलिस से हाथ जोड़ मांग रहा
3
Report
0
Report
8
Report
0
Report
3
Report
3
Report
2
Report
4
Report
