Back
तेलकोई में भगवत पाठ के दौरान आशा मंजरी मौत डॉक्टर ने मौत की घोषणा
AMABHAYA MOHANTY
Oct 29, 2025 13:21:46
Keonjhar, Odisha
ମୃତ୍ୟୁ ବି ଏମିତି ଆସେ,ଭାବବତ ଶୁଣି ଫେରିଲା ବେଳେଟଳି ପଡିଲେ ଆଶା,ଡାକ୍ତରଖାନାରେ ମୃତ୍ୟୁ ଘୋଷଣା କଲେ ଡାକ୍ତର,ଏକା ଅଭାବନୀୟ ଘଟଣା ଘଟି ଯାଇଛି କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳରେ, ତେଲକୋଇ ଥାନା ଜଗମୋହନପୁର ପଞ୍ଚାୟତ ଅନ୍ତର୍ଗତ ଟୁଙ୍ଗୁରୁବାହଳ ଗ୍ରାମର ପାଦୁକ ସାହୁଙ୍କ ସହଧର୍ମିଣୀ ମଞ୍ଜରୀ ସାହୁ, ବୟସ ୫୬ ବର୍ଷ,ଆଶା ଦିଦି ଭାବେ ଦୀର୍ଘ ୧୫ ବର୍ଷରୁ ଅଧିକ ଦିନ ହେଲାଣି ସ୍ଥାନୀୟ ଅଞ୍ଚଳରେ ସେବା ଯୋଗାଇ ଆସୁଥିଲେ,ଏବେ ଧର୍ମର ମାସ କାର୍ତ୍ତିକ ଚାଲୁଅଛି,ଗାଁ ଗଣ୍ଡାରେ ଧାର୍ମିକ ବାତାବରଣ,ଗତକାଲି ସଂନ୍ଧ୍ୟା ୬ଟା ବେଳେ ଗାଁ ମଣ୍ଡପରେ ଭାଗବତ ପୁରାଣ ପାଠ ହେଉଥିଲା,ସବୁଦିନ ଭଳି ମଞ୍ଜରୀ ପୁରାଣ ଶୁଣିବାକୁ ଗାଁ ମଣ୍ଡପକୁ ଯାଇଥିଲେ, ଅନ୍ୟ ପକ୍ଷରେ ମଙ୍ଗଳା ବ୍ରତ ପାଳନ jest ଉପବାସ ରହିଥିଲେ,ପୁରାଣ ଆଲୋଚନା ସୁରୁଖୁରୁରେ ଶେଷ ହେଲା,ଘରକୁ ଫେରିବା ବେଳକୁ ହଠାତ୍ ମଣ୍ଡପ ନିକଟରେ ଟଳି ପଡ଼ିଥିଲେ ଆଶା ମଞ୍ଜରୀ,ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆଗଲା,ତେବେ ଡାକ୍ତର ମଞ୍ଜରୀକୁ ମୃତ୍ୟୁ ଘୋଷଣା କରିଛନ୍ତି,ଏବେ ଗାଁରେ ଚର୍ଚ୍ଚା ସତରେ ମୃତ୍ୟୁ ବି ଏମିତି ଆସେ।
4
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
7
Report
13
Report
8
Report
14
Report
11
Report
14
Report
11
Report
14
Report
14
Report
14
Report
13
Report
14
Report
14
Report
ATAlok Tripathi
FollowOct 29, 2025 17:43:4114
Report
ATAlok Tripathi
FollowOct 29, 2025 17:41:4213
Report
