Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Ganjam760002

ହଳଦିଆପଦର ଓଭର ବ୍ରୀଜରେ ତିନି ବାଇକକୁ ଧକ୍କା ଦେଲା କାର : ଯାନବାହାନ ଚଳାଚଳ ବାଧାପ୍ରାପ୍ତ

PREMANANDA PUJARI
Jun 30, 2025 07:06:22
Brahmapur, Odisha
ଜାତୀୟ ରାଜପଥ କୁ ବ୍ରହ୍ମପୁର ସଂଯୋଗ ହଳଦିଆ ପଦର ଓଭରବ୍ରୀଜ ରେ କାର ବାଇକ ଦୁର୍ଘଟଣା, ଦୁଇ ବାଇକ ଆରୋହୀ ଆହାତ ।‌ ଆହତଙ୍କୁ ମେଡିକାଲ ରେ ଭର୍ତ୍ତି କରାଯାଇଥିବା ବେଳେ ଦୁର୍ଘଟଣା ଗ୍ରସ୍ତ କାର ବ୍ରୀଜ ଉପରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଥିଲା। ଫଳରେ ଅନ୍ୟାନ୍ୟ ଭାରି ଯାନ ଯାତାୟତ ସଂପୂର୍ଣ୍ଣ ରୂପେ ଯାତାୟତ ନକରି ରାସ୍ତା ଦୁଇ ପାର୍ଶ୍ଵରେ ଅଟକି ରହିଥିଲା । ଦୁର୍ଘଟଣା ଗ୍ରସ୍ତ କାର ଟି ଏକାଥରକେ ତିନୋଟି ବାଇକ କୁ ଧକ୍କା ଦେଇଥିଲା ।
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Advertisement