Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Sundargarh769014

ବଜାରରେ ପୁନଃ ପ୍ରବେଶ କଲା ଲୋକପ୍ରିୟ ଗୃହସ୍ଥୀ ଅଗରବତୀ

Susanta Kumar Dash
Jul 02, 2025 15:06:37
Rourkela, Odisha
ବଜାରରେ ପୁନଃ ପ୍ରବେଶ କଲା ଲୋକପ୍ରିୟ ଗୃହସ୍ଥୀ ଅଗରବତୀ। ଶିଳ୍ପ ନଗରୀ ରାଉରକେଲାରୁ ଆରମ୍ଭ ହୋଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏପରିକି ରାଜ୍ୟ ବାହାରେ ମଧ୍ୟ ତାର ଗୁଣବତ୍ତା କୁ ନେଇ ବେଶ୍ ଲୋକପ୍ରିୟ ହୋଇଥିବା ମସଲା କମ୍ପାନୀ ଗୃହସ୍ଥି ଦୀର୍ଘ ବର୍ଷ ପରେ ପୁଣି ବଜାରକୁ ଆଣିଛି ତାର ସୁଗନ୍ଧିତ ଅଗରବତୀ। ପୂର୍ବରୁ କେବଳ ରାଉରକେଲା ,ହନୁମାନ ବାଟିକା ରେ ଏହି ଅଗରବତୀ ମିଳୁଥିବା ବେଳେ ବର୍ତ୍ତମାନ ଏହା ସମଗ୍ର ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ବହୁ ସୁଗନ୍ଧ ରେ ମିଳିବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି।
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Advertisement