Home
Web Stories
Become a News Creator
Your local stories, Your voice
Join as Creator
Follow us on
Download App from
Advertisement
Back
Rakesh Chandra padhi
Follow
752066
ବୋଲଗଡ଼ : ବ୍ରହ୍ମପୁରା ଛକରେ ଓଲଟିଲା ପରିବା ବୋଝେଇ ମିନିଟ୍ରକ
RC
Rakesh Chandra padhi
Follow
Oct 21, 2025 08:44:51
Bolagarh, Odisha:
ଆଜି ଭୋର ସମୟରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବ୍ରହ୍ମପୁରା ଛକରେ ଓଲଟିଲା ପରିବା ବୋଝେଇ ମିନିଟ୍ରକ। ଚାଳକଙ୍କର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ।
0
0
Share
Report
Advertisement
Top Cities
New Delhi
Gurugram
Pune
Ahmedabad
Bengaluru
Back to top