762100
ରାସ୍ତା ନିର୍ମାଣ ପାଇଁ ଲୋକେ କଲେ ଦାବୀ
Udayagiri, Odisha:କଳିଙ୍ଗା ଘାଟିରେ ହୋଇଥିବା ଭୂ ସ୍ପଳନ ପରେ ଛଅ ଦିନ ପରେ ବି ଯାତାୟତ ସ୍ୱାଭବିକ ହୋଇ ପାରିନାହିଁ, ଏଣୁ ଅତିଶୀଘ୍ର ରାସ୍ତା ନିର୍ମାଣ ପାଇଁ ଲୋକେ ଦାବୀ କରିଛନ୍ତି.0
0
Report
762103
କଳିଙ୍ଗା ଘାଟି ଭୂ ସ୍ପଳନ
Balliguda, Odisha:କଳିଙ୍ଗା ଘାଟିର ଭୂ ସ୍ପଳନ ସ୍ଥାନରେ ଥିବା ବିରାଟ କାୟ ଚାଞ୍ଚଡା ପଥର କୁ ବ୍ଲାଷ୍ଟ କରିବା ପାଇଁ ସ୍ଥିର କରାଯାଇଅଛି.କାରଣ ସେହି ପଥର କୁ ବ୍ଲାଷ୍ଟ କରି ତାହା ଉପରେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବ.ମାତ୍ର ଏକ ପାଖିଆ ରାସ୍ତା ନିର୍ମାଣ କରାଯିବ ବୋଲି ଜଣା ପଡ଼ିଅଛି. ଏଣୁ ଘାଟି କୁ କୌଣସି ବ୍ୟକ୍ତି ଙ୍କୁ କଳିଙ୍ଗା ପୂର୍ତ୍ତ ବଙ୍ଗଳା ଓ ଦୁର୍ଗାପ୍ରସାଦ ଠାରୁ ଛଡା ଯାଉନାହିଁ. ପ୍ରତ୍ୟେକ ଗାଡି କୁ ଅଟକାଇ ଅଲଗା ରାସ୍ତା ରେ ଯିବା ପାଇଁ ପରାମର୍ଶ ଦିଆ ଯାଉଅଛି. ଦୀର୍ଘ ପାଞ୍ଚ ଦିନ ହେଲା କଳିଙ୍ଗା ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ ବନ୍ଦ ହୋଇଯାଇଅଛି.0
0
Report
No more articles to load
