Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Sundargarh769012blurImage

Odisha - ହତ୍ୟା ନା ଆତ୍ମହତ୍ୟା??ରାଉରକେଲା ସେକ୍ଟର ୧୫ ଥାନା ଅଞ୍ଚଳରୁ ମିଳିଲା ଅର୍ଦ୍ଧଦଗ୍ଧ ଯୁବକଙ୍କ ପରିତ୍ୟକ୍ତ ମୃତଦେହ

PINEWZ
Jun 12, 2025 11:24:20
Rourkela, Odisha
ରାଉରକେଲା ସେକ୍ଟର ୧୫ ଥାନା ଅନ୍ତର୍ଗତ ଏକ ଜଙ୍ଗଲିଆ ଅଞ୍ଚଳ ରୁ ଗୁରୁବାର ସକାଳୁ ଏକ ଅର୍ଦ୍ଧଦଗ୍ଧ ଅଚିହ୍ନା ଯୁବକଙ୍କ ପରିତ୍ୟକ୍ତ ମୃତଦେହ ଉଦ୍ଧାର କରାଯାଇଛି।ପୋଲିସ ଓ ସାଇଣ୍ଟିଫିକ ଟିମ୍ ର ସୂଚନା ମୁତାବକ ଯୁବକଙ୍କ ଆନୁମାନିକ ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ତିନି ଚାରି ଦିନ ପୂର୍ବରୁ ମୃତ୍ୟୁ ହୋଇଛି। ତେବେ ଦୀର୍ଘ ତିନିଚାରି ଦିନ ପରେ ପୋଲିସ ସୂଚନା ପାଇଥିବା ବେଳେ ଯୁବକଙ୍କ ପରିଚୟ ଏବଂ ମୃତ୍ୟୁ ର କାରଣ ଖୋଜୁଛି ପୋଲିସ। ଅନ୍ୟପଟେ ଯୁବକଙ୍କ ମୃତଦେହ ମିଳିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ଅବା ଅନ୍ୟ କେଉଁଠାରେ ହତ୍ୟା କରି ଉକ୍ତ ଜଙ୍ଗଲିଆ ସ୍ଥାନରେ ପୋଡ଼ି ଦିଆଯାଇଛି ଆଦି ଆଲୋଚନା ହେଉଛି।
1
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement