Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Nuapada766107blurImage

ODISHA - କମଲଚରଣତାଣ୍ଡି ଙ୍କ ନେତୃତ୍ୱ ରେ ଖରିଆର କଂଗ୍ରେସ ପକ୍ଷରୁ ସମ୍ବିଧାନ ବଞ୍ଚାଓ ଅଭିଯାନ

Rudraraj Bag
Jun 10, 2025 10:05:40
Gadramunda, Odisha
ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ପ୍ରଦେଶ କଂଗ୍ରେସ କମିଟି ଆହ୍ବାନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ଖଡିଆଳ ଠାକୁରାଣୀ ମନ୍ଦିର ପରିସର ରୁ ବାହାରି ଖଡିଆଳ ନଗର ପରିକ୍ରମା ପରେ ଅଗ୍ରସେନ୍ ଧର୍ମଶାଳା ପରିସର ମଧ୍ୟକୁ ପ୍ରବେଶ କରିଥିଲା। ଖଡିଆଳ କଂଗ୍ରେସ ନେତା କମଲ ଚରଣ ତାଣ୍ଡି ଙ୍କ ନେତୃତ୍ୱ ରେ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଅଛି। ଏହି ସମାବେଶ ରେ ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ପ୍ରଦେଶ କଂଗ୍ରେସ କମିଟି ଆହ୍ବାନ କ୍ରମେ ଏହିସଭାରେ ରାଜ୍ୟ ଓ ଜ଼ିଲ୍ଲା ସ୍ତରୀୟ କର୍ମକର୍ତା ଯୋଗ ଦେଇଥିଲେ
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement