Back
Ganjam760002blurImage

Odia News: ୨ ନାବାଳିକା ଙ୍କୁ ଗଣଦୁର୍ଷ୍କର୍ମ ଅଭିଯୋଗରେ ୪ ଅଭିଯୁକ୍ତ ଗିରଫ !

PREMANANDA PUJARI
Jun 07, 2025 14:55:57
Brahmapur, Odisha
ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗାଁ ରେ ଦୁଇ ନାବାଳିକାଙ୍କୁ ଗଣ ଦୁର୍ଷ୍କର୍ମ ଅଭିଯୋଗ ରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ୧. କେ.ଶିବା, (୨୧),୨. କେ. ସାଇ (୨୧),୩. ଜି. ଗାରେୟା (୨୧),୪. ଏନ. ଶ୍ରୀନୁ, (୨୨) । ଆଜି ଉକ୍ତ ଚାରିଜଣ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସାମ୍ବାଦିକ ସମ୍ମିଳନୀ ରେ ପ୍ରତିକ୍ରିୟା ରଖିଛନ୍ତି ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଏମ ଶ୍ରବଣା ବିବେକ। ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଲନ୍ଥରା ଥାନା କେସ୍ ନଂ.୨୪୦ ଅନ୍ତର୍ଗତ ୧୩୭(୨)/୮୭/୬୫(୧)/୭୦(୨)/୩୫୧(୩) /୩(୫) ବିଏନ୍ଏସ୍/ ୦୬ ପୋକ୍ସୋ ଆଇନରେ ୧୪ ବର୍ଷ ବୟସର ଜଣେ ଝିଅର ମାଆଙ୍କ ଅଭିଯୋଗ ଆଧାରରେ ଏତଲା ଦାୟର କରାଯାଇଥିଲା। ଗ୍ରୀଷ୍ମ ଛୁଟି ସମୟରେ ପିଡିତା ଙ୍କ ପରିବାର ଲୋକେ ତାଙ୍କ ବାପାଙ୍କ ଘରକୁ ବୁଲିବାକୁ ଯାଇଥିବା ସମୟରେ ତାଙ୍କ ୧୪ ବର୍ଷ ବୟସର ଝିଅର ୨୧ ବର୍ଷ ବୟସର ଜଣେ ଯୁବକ ସହିତ
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com