Back
ଫୁଲବାଣି କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଦିନିକିଆ କନ୍ଧମାଳ ଗସ୍ତରେ ଆସି ତିଲକପଡ଼ା ସ୍ଥିତ ନବ ନିର୍ମିତ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ କୁ ଉଦଘାଟନ କରିଛ
Balliguda, Odisha
ଫୁଲବାଣି କୁ
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଦିନିକିଆ କନ୍ଧମାଳ ଗସ୍ତରେ ଆସି ତିଲକପଡ଼ା ସ୍ଥିତ ନବ ନିର୍ମିତ ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲ କୁ ଉଦଘାଟନ କରିଛନ୍ତି !ତାପରେ ମେଡିକାଲର ବିଭିନ୍ନ ସେକ୍ସନ କୁ ନିଜେ ବୁଲି ଦେଖିଥିଲେ !ତାପରେ ଓଡିଟୋରିଅମରେ ଆୟୋଜିତ ସଭା ରେ ଯୋଗ ଦେଇଥିଲେ !ସଭାରେ ମେଡିକାଲ କଲେଜ ପାଇଁ ନିଯୁକ୍ତ ପ୍ରଫେସର, ଡାକ୍ତର ଏବଂ କର୍ମଚାରୀ ମାନଙ୍କୁ ସମ୍ବୋଧନ କରିଥିଲେ !କନ୍ଧମାଳ ମେଡିକାଲ କଲେଜ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ନୁଆଁ ଅଧ୍ୟାୟ ଯୋଡ଼ି ହୋଇଥିବା କହିବା ସହିତ ମାନବ ସେବା ହିଁ ମାଧବ ସେବା ଭାବି ଲୋକଙ୍କ ସେବା କରିବା ପାଇଁ ମେଡିକାଲର ଡାକ୍ତର ଏବଂ କର୍ମଚାରୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ !ତାପରେ ଶନିବାର 12.30 ମିନିଟ୍ ରେ କରୋନେସନ ପଡ଼ିଆରେ ଆୟୋଜିତ ସାଧାରଣ ସଭା ରେ ଯୋଗ ଦେଇ ଲୋକଙ୍କୁ ଉଦବୋଧନ ଦେଇଥିଲେ !ଏହା ସହିତ କନ୍ଧମାଳ ଜିଲ୍ଲାର ବିକାଶ ପାଇଁ 749 କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ !ମୁଖ୍ୟମନ୍ତ୍ରୀଙ୍କ ଏହି ସବୁ
0
Report
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com