762103
ବାଲିଗୁଡା ସହରରେ ଓଡିଶା ଡ୍ରାଇଭର ମହାସଂଘ ର ଧର୍ମଘଟରେ ପତିକ୍ରିୟା ରଖିଲେ କାଉଁସଲର ତଥା ଡ୍ରାଇମର
Balliguda, Odisha:ବାଲିଗୁଡା ସହରରେ ଆଜକୁ 4ଦିନ ହଇଗଲା ଧର୍ମଘଟ,ବହ ଚଳାଛଳ ବନ୍ଦ ରହିଛି, ତେବେ ଏହି ଧର୍ମଘଟ ରେ ପତିକ୍ରୀୟା ରଖିଛନ୍ତି କାଉସିଲର ତଥା ଡ୍ରାଇଭର ମହାସଂଘ ର ସଦସ୍ୟ0
0
Report
762103
ବେଲଘର ଅଞ୍ଚଳରେ ଓପିଇପି ବନ୍ଦ ହେବା ପରେ, ବନ୍ଦ ପଡିଛି ବିକାଶ, ରଜଗାର ପାଇଁ ଦାଦନ
Balliguda, Odisha:ସରକାର ଙ୍କ ଯଜନା ବନ୍ଦ ହେବା ପରେ, ନିରାଶ ହଇଛନ୍ତି କର୍ମକର୍ତ୍ତା, ସୁଚନା ଦେଇଛନ୍ତି କର୍ମକର୍ତ୍ତା, ଆସନ୍ତୁ ଶୁଣିବା କଣ ରହିଛି ଘଟଣା0
0
Report
762103
ଫୁଲବାଣୀ SP ଙ୍କ କାଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ, ଦୁଇ 3ମାଓବାଦୀ ଆତ୍ମ ସମର୍ପଣ କରିଥିବା ନେଇ ସୁଚନା ମିଳିଛ
Balliguda, Odisha:ଫୁଲବାଣୀ SP ଙ୍କ କାଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ, ଦୁଇ 3ମାଓବାଦୀ ଆତ୍ମ ସମର୍ପଣ କରିଥିବା ନେଇ ସୁଚନା ମିଳିଛି ଏହି ସାମ୍ବାଦିକ ସମ୍ମିଳନୀ, ସମବାର ଦିନ ଗଟାଏ ସମୟ କରିଥିବା ନେଇ ସୁଚନା ମିଳିଛି, ତେବେ ଆସନ୍ତୁ ଶୁଣିବା କଣ ରହିଛି ଘଟଣା0
0
Report
Advertisement
762103
ଫୁଲବାଣୀ ଠାରେ OAS ସଂଙ୍ଘ କନ୍ଧମାଳ ପକ୍ଷରୁ ଜିଲ୍ଲାପାଳ ଏବଂ SP ଙ୍କ ପାଖରେ ଦାବିପତ୍ର
Balliguda, Odisha:ଫୁଲବାଣୀ ଠାରେ OAS ସଂଙ୍ଘ କନ୍ଧମାଳ ପକ୍ଷରୁ ଜିଲ୍ଲାପାଳ ଙ୍କୁ ସାମୁହିକ ଛୁଟି ପାଇଁ ଦାବି ଦେଇଥିବା ବେଳେ, କନ୍ଧମାଳ SP ଙ୍କ ପାଖରେ ଗତ କାଲି ଘଟଣାରେ ନିନ୍ଦା ପ୍ରସ୍ତାବ ସହ ଦଷିକୁ କାଯ୍ୟାନୁଷ୍ଠାନ ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି OAS ସଂଙ୍ଘ କନ୍ଧମାଳ ପକ୍ଷରୁ, ମଙ୍ଗଳବାର ଦିନ 12ଘଣ୍ଟିକା ସମୟରେ ପ୍ରଥମେ ସାରକିଟ ହାଉସରେ ଏକ ବୈଠକ ଅନୁଷ୍ଠିତ ହଇଥିଲା, ଏହି ବୈଠକରେ OASA ର ସଭାପତି ରମେଶ ଚନ୍ଦ୍ର ଜେନା, ଉପସଭାପତି ମ୍ଭୁନାଥ ନନ୍ଦି, ସମ୍ପାଦକ ଭିକାରି ସାହୁ ଙ୍କ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ର ସମସ୍ତ ବିଡିଓ, ଏବିଡିଓ ଉପସ୍ଥିତ ରହିଥିଲେ ପରେ ପରେ ଦିନ ଗଟାଏ ସମୟରେ ଜିଲ୍ଲାପାଳ ଙ୍କୁ ସମୁହିକ ଛୁଟି ପାଇଁ ଲିଖିତ ଦେବା ସହ 7ଦଫା ସମ୍ମିଳିତ ଦାବିପତ୍ର ଅକନ୍ଧମାଳ ଙ୍କୁ ପ୍ରଦାନ କରିଛନ୍ତେ ତେବେ କଣ ରହିଛି ଘଟଣା ଆସନ୍ତୁ ଶୁଣିବା ସଭାପତି ରମେଶ ଚନ୍ଦ୍ର ଜେନା ଙ୍କ ଠାରୁ0
0
Report
762103
ଗେରୁପଡା ଠାରେ ରାସ୍ତାଘାଟ ନଥିବା ହେତୁ ଶବକୁ ଏକ ନାଳ ଭିତର ଦେଇ ନେଉଥିବା ଭିଡିଓ ଭାଇରାଲ
Balliguda, Odisha:ଗେରୁପଡ଼ା ପଥରଘାଟ ନାଳରେ ଶଙ୍ଖ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ । ସମବାର ଅପରାହ୍ନ 5ଘଣ୍ଟିକା ସମୟରେ ଗ୍ରାମବାସୀ ଙ୍କ ସୁଚନା ଅନୁସାରେ, ପଥରଘାଟ ନାଳ ଉପରେ ଶଙ୍ଖ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବୀ । କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ପଂଚାୟତ ଅନ୍ତର୍ଗତ ଗେରୁପଡା ଗ୍ରାମର ପଥରଘାଟ ନାଳ ଉପରେ ଏକ ଶଙ୍ଖ ନିର୍ମାଣ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି । ଗ୍ରାମରେ ୩୦ ଗୋଟି ଦଳିତ ପରିବାର ଦୀର୍ଘ ବର୍ଷ ଧରି ବସବାସ କରୁଥିବା ବେଳେ ଗ୍ରାମଠାରୁ ଏକ କିଲୋମିଟର ଦୂରେ ରହିଛି ଗାଁ ମସାଣି । ଯାହାକି ଗ୍ରାମର ଉତ୍ତର ଦିଗରେ ଅବସ୍ଥିତ । ଗାଁ ମସାଣିକୁ ଯିବାକୁ ହେଲେ ବାଟରେ ପଥରଘାଟ ନାଳ ପାର ହେବାକୁ ପଡେ ।ନଦୀର ଆର ପାରିରେ ମସାଣି ରହିଥିବାରୁ ବର୍ଷାଦିନ ଆସିଲେ ଗ୍ରାମବାସୀ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ବର୍ଷାଋତୁରେ ମାଟି ରାସ୍ତାଟି କାଦୁଅ ମୟ ହୋଇଯାଉଥିବା ବେଳେ ନଦୀରେ ବେଳେବେଳେ ନଈବଢ଼ି ଯୋଗୁଁ ୧୦ରୁ ୧୫ ଫୁଟ ପାଣି ପ୍ରବାହିତ ହୋଇଥାଏ ।0
0
Report
