Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Sundargarh769014

ରାଉରକେଲାରେ ଗଣେଶ ପୂଜାର ଆୟୋଜନ କରାଯାଉଛି।

Sept 08, 2024 11:34:20
Rourkela, Odisha
ରାଉରକେଲା ରେ ସୁଉଚ୍ଚ ତୋରଣ ସହିତ ସୁନ୍ଦର ଗଣେଶ ପ୍ରତିମା ରେ ଝଟକୁଛି ଗଣେଶ ମଣ୍ଡପ।ରାଉରକେଲା ର ଛେଣ୍ଡ କଲୋନୀ, ସିଭିଲ ଟାଉନସିପ,ବାସନ୍ତୀ କଲୋନୀ ସମେତ ବିଭିନ୍ନ ସେକ୍ଟର ଅଞ୍ଚଳରେ ଧୁମ୍ ଧାମ ରେ ପାଳିତ ହେଉଛି ଗଣେଶ ପୂଜା। ସୁନ୍ଦର ସୁନ୍ଦର ତୋରଣ , ପ୍ରତିମା ସମେତ ରଙ୍ଗ ବେରଙ୍ଗ ର ଆଲୋକ ସଜ୍ଜା ଓ ମିନାବଜାର ସାଜୁଛି ଆକର୍ଷଣ ର କେନ୍ଦ୍ରବିନ୍ଦୁ।
1
comment0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
SKSusanta Kumar Dash
Sept 13, 2025 07:09:48
14
comment0
Report
SKSusanta Kumar Dash
Sept 11, 2025 00:22:05
15
comment0
Report
SKSusanta Kumar Dash
Jul 17, 2025 15:14:18
14
comment0
Report
Advertisement
Back to top