icon-pinewzicon-zee
PINEWZ
become creator
Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|

Advertisement
Advertisement

ବିଦ୍ୟାଳୟରେ ପୋଷାକ ବିତରଣ ନିର୍ଦ୍ଦେଶରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ସ୍ବୟଂ ସହାୟକ ମହିଳା ସଂଘ

PREMANANDA PUJARIPREMANANDA PUJARIFollow18 Sept 2025, 02:19 pm
Chandiput, Odisha:ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୋହନା ବ୍ଲକ ର ଏକାଧିକ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ । ଚଳିତ ବର୍ଷ ହେବାକୁ ବିଦ୍ୟାଳୟରେ ପୋଷାକ ବିତରଣ ପାଇଁ ବର୍ତ୍ତମାନ ଗୃଫ ମହିଳା ଙ୍କୁ ନିର୍ଦ୍ଦେଶ ଦେବା ବଦଳରେ ଅନୁକମ୍ପା ମୂଳକ ଭାବେ ମୋହନାରେ ନିର୍ଦ୍ଧିଷ୍ଟ ଚାରୋଟି ଦୋକାନ ବ୍ୟବସ୍ୟାୟୀ ଙ୍କୁ ବିଇଓ ଦେଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀ ଓ ବିଇଓ ଙ୍କ ସଲାସୂତରାରେ ଏଭଳି ନିର୍ଦ୍ଦେନାମା ପ୍ରସ୍ତୁତ ହୋଇଥିବା ନେଇ ବିଭାଗୀୟ ଗଣଶିକ୍ଷା ମନ୍ତ୍ରୀ ଙ୍କ ସମେତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି ମହିଳା ମାନେ । ତ
0
0
Report

ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ! ବରକାନୀ ବାସୀଙ୍କୁ ମନାଇବା ପ୍ରୟାସ ଆରମ୍ଭ।

SKSusanta Kumar Dash13 Sept 2025, 07:09 am
Rourkela, Odisha:ଦୀର୍ଘ ବର୍ଷ ପରେ ୩୦ହଜାର କୋଟି ଟଙ୍କା ବିନିମୟରେ ରାଉରକେଲା ଇସ୍ପାତ କାରଖାନା କୁ ସମ୍ପ୍ରସାରଣ ଓ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ହୋଇଥିବା ଯୋଜନା କୁ ରୂପରେଖ ଦେବାକୁ ଆରମ୍ଭ ହୋଇଛି ପ୍ରୟାସ।ପ୍ରାଥମିକ ପର୍ଯ୍ୟାୟରେ ସଂପୃକ୍ତ ବରକାନୀ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ରହୁଥିବା ବାସିନ୍ଦା ଙ୍କୁ ପ୍ୟାକେଜ ଦେଇ ବିସ୍ଥାପନ କରିବାକୁ ହୋଇଥିବା ଆଲୋଚନା ବିଫଳ ହୋଇଛି।କେନ୍ଦ୍ର ଆଦିବାସୀ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ କାରଖାନାର ବରିଷ୍ଠ କତୃପକ୍ଷ ଓ କିଛି ବରକାନୀ ବାସୀ ଉପସ୍ଥିତ ଥିଲେ।
0
0
Report

"ଦଳରେ ଏକତା ହିଁ କଂଗ୍ରେସ କୁ ଜିତାଇ ପାରିବ" ଡ.ପଲକ୍ ବର୍ମା

SKSusanta Kumar Dash11 Sept 2025, 12:22 am
Rourkela, Odisha:"ଦଳରେ ଏକତା ହିଁ କଂଗ୍ରେସ ଦଳକୁ ରାଉରକେଲାରେ ଜିତାଇ ପାରିବ"। ଦୀର୍ଘ ୮ଦିନ ଧରି ସଂଗଠନ ସୃଜନ କାର୍ଯ୍ୟକ୍ରମ ରେ ଯୋଗ ଦେବା ପରେ ରାଉରକେଲା ଜିଲ୍ଲା କଂଗ୍ରେସ ବାବଦରେ ଏଭଳି ଟିପ୍ପଣୀ ଦେଇଛନ୍ତି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ଡ.ପଲକ୍ ବର୍ମା।ଜିଲ୍ଲା ସଭାପତି ଚୟନ ପାଇଁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ପରେ,ରାଉରକେଲା ଜିଲ୍ଲା କଂଗ୍ରେସ ଖୁବଶିଘ୍ର ଜଣେ ସ୍ଥାୟୀ ସଭାପତି ପାଇବ ବୋଲି ଆଶା କରାଯାଉଛି।ତେବେ ମାତ୍ର ଆଠ ଦିନରେ ଜିଲ୍ଲାରେ ଥିବା ଦଳୀୟ କନ୍ଦଳ ବାବଦରେ ପର୍ଯ୍ୟବେକ୍ଷକ ଙ୍କ ସ୍ପଷ୍ଟ ମତ ପରେ ନୂତନ ନିଯୁକ୍ତ ହେବାକୁ ଥିବା ଜିଲ୍ଲା ସଭାପତି ଙ୍କ ଭୂମିକା ଏବେ ବେଶ୍ ଗୁରୁତ୍ବପୂର୍ଣ୍ଣ।
0
0
Report
Advertisement
Advertisement
Advertisement
Advertisement
Back to top