Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Khordha752055

Khordha - ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ଡକ୍ଟର ବି.ଆର଼. ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ ପାଳନ

Apr 15, 2025 11:48:29
Khordha, Odisha
ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ପକ୍ଷରୁ ଡକ୍ଟର ବି.ଆର଼. ଆମ୍ବେଦକରଙ୍କ ଜନ୍ମ ବାର୍ଷିକୀ ପାଳନ | ଖୋର୍ଦ୍ଧାରୋଡ଼ ମଣ୍ଡଳ ଦ୍ଵାରା ଭାରତ ରତ୍ନ ଡଃ ବାବା ସାହେବ ଆମ୍ବେଦକର ଙ୍କ ର ଜନ୍ମ ବାର୍ଷିକୀ ପାଳନ କରାଯାଇଛି। ଏହି ଅବସର ରେ ଖୋର୍ଦ୍ଧାରୋଡ଼ ମଣ୍ଡଳ ର, ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଏଚ୍.ଏସ. ବାଜ୍ଵା, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଓପି) ଶ୍ରୀ ପି କେ ବେହେରା, ଶ୍ରୀ ଶୁଭ୍ର ଜ୍ୟୋତି ମଣ୍ଡଳ, ଅତିରିକ୍ତ ମଣ୍ଡଳ ରେଳ ପ୍ରବନ୍ଧକ (ଇନ୍ଫ୍ରା), ସମସ୍ତ ଶାଖାଅଧିକାରୀ ଏବଂ କର୍ମଚାରୀ, ଭାରତୀୟ ସମ୍ବିଧାନର ପ୍ରଣେତାଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରିଥିଲେ| ଡକ୍ଟର ବି.ଆର.ଆମ୍ବେଦକରଙ୍କ ଜନ୍ମବାର୍ଷିକୀ ଅବସର ରେ, "ଡକ୍ଟର ବି.ଆର.ଆମ୍ବେଦକର - ଭାରତରେ ସାମାଜିକ ନ୍ୟାୟର ପ୍ରତୀକ" ବିଷୟ ରେ, ରେଳ କର୍ମଚାରୀଙ୍କ ମଧ୍ୟରେ, ଏକ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା।
0
comment0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Sept 18, 2025 14:19:38
0
comment0
Report
SKSusanta Kumar Dash
Sept 13, 2025 07:09:48
14
comment0
Report
SKSusanta Kumar Dash
Sept 11, 2025 00:22:05
15
comment0
Report
SKSusanta Kumar Dash
Jul 17, 2025 15:14:18
14
comment0
Report
Advertisement
Back to top