
Khorda - ବାଣପୁର ଥାନା ପୋଲିସର ସଫଳତା ,ସୁନା ଦୋକାନୀଠୁ ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ସେଖ ଫିରଦୋଶ ଗିରଫ, କାର, ସ୍କୁଟି, ମାରଣାସ୍ତ୍ର ଓ ବନ୍ଧୁକ ଜବତ
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
ଦଶପଲ୍ଲାର ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ି ଯାତ୍ରା ବା ରାବଣବଧ ଅନୁଷ୍ଠିତ । ପରମ୍ପରା ଅନୁଯାୟୀ ଏହି ଉତ୍ସବ ମଙ୍ଗଳରାତି ବୁଧ ପାହାନ୍ତି ଦିନ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ଦେଖିବା ପାଇଁ ଦେଶ ତଥା ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଜନସମାଗମ ହୋଇଥିଲା। ଏଠାରେ ଶ୍ରୀରାମ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ରାବଣକୁ ନିଧନ କରିବା ସଙ୍ଗେ ସଙ୍ଗେ ଏକ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ ହୋଇଥିଲା। ଏହା ପରେ ଆତସବାଜୀ ପ୍ରଦର୍ଶନ ହୋଇଥିଲା। ଅନେକ ମାନସିକଧାରୀ ସେମାନଙ୍କ ଯାଚଜ୍ଞା ଭାବେ ବାଣ ପ୍ରଦାନ କରିଥିଲେ ।
ବେଆଇନ ପଥର ଖଣି ଉପରେ ବାଘମାରି ପୋଲିସର ଚଢ଼ାଉ, ପାଓ୍ବାର ଟିଲର, ଟ୍ରକ୍ ଓ ହାଇଓ୍ବା ଜବତ ।
ପଶ୍ଚିମବଙ୍ଗରେ ହିନ୍ଦୁ ମାନଙ୍କୁ ଆକ୍ରମଣ ଘଟଣାରେ ପ୍ରତିବାଦ ଜଣାଇଲେ ସନାତନ ଧର୍ମୀ, ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କଲେ ଦାବିପତ୍ର।
ସୁବର୍ଣ୍ଣପୁର, ସୋନପୁର ଜିଲ୍ଲା ତରଭା ଠାରେ ବ୍ଲକସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ବ୍ଲକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ।
ଖୋର୍ଦ୍ଧା, ଆସାମର ପୂର୍ବତନ ରାଜ୍ୟପାଳ ତଥା ଓଡିଶାର ୩ଥର ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଦଶମ ଶ୍ରାଦ୍ଧ ବାର୍ଷିକ ଉତ୍ସବରେ କ'ଣ କହିଲେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ ।
ଖୋର୍ଦ୍ଧା, ପ୍ରବାଦ ପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦଶମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଖୋର୍ଦ୍ଧା ଜାନକୀବଲ୍ଲଭ ପାର୍କରେ ଅନୁଷ୍ଠିତ। ଯୋଗଦେଲେ ବିଜେପି, ବିଜେଡ଼ି ଓ କଂଗ୍ରେସର ବରିଷ୍ଠ ନେତୃମଣ୍ଡ।
ଖୋର୍ଦ୍ଧା:- ଷଷ୍ଠ ଜିଲ୍ଲା ପରିଷଦର ଚତୁର୍ଥ ସାଧାରଣ ବୈଠକ ସଭାପତି ରୂପଶ୍ରୀରାଣୀ ଗୁମାନ ସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ, ବିଭିନ୍ନ ବିଭାଗର ସମସ୍ୟା ସମ୍ପର୍କରେ ଆଲୋଚ ।