752057
Khorda - ଓଡ଼ିଶା ନବବର୍ଷ ଅବସରରେ ବକ୍ସି ବାହିନୀ ଯୁବ ସଂଗଠକ ପକ୍ଷରୁ ଏକ ସଚେତନତା ଗଣଦୌଡ ଅନୁଷ୍ଠିତ
Khordha, Odisha:ଖୋର୍ଦ୍ଧା:- ଓଡ଼ିଶା ନବବର୍ଷ ଅବସରରେ ବକ୍ସି ବାହିନୀ ଯୁବ ସଂଗଠକ ପକ୍ଷରୁ ଏକ ସଚେତନତା ଗଣଦୌଡ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶତାଧିକ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।0
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
KHORDHA:- WEIGHTRACK WAY BRIDGE INAUGURATE BY ODISHA CM MOHAN CHARAN MAJHI AT IMFOVALLY-2
Bhubaneswar, Odisha:ଖୋର୍ଦ୍ଧା:- ୩୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇମ୍ଫୋଭ୍ୟାଲି-୨ ଶିଳ୍ପାଞ୍ଚଳ ସ୍ଥିତ ଓ୍ବେଟଟ୍ରାକ୍ ଓ୍ବେ ବ୍ରିଜକୁ ଆନୁଷ୍ଠାନିକ ଭାବେ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।0
0
Report
KHORDHA BJP WORKER FIR AT CYBER POLICE STATION REGARDING FAKE POST IN SOCIAL MEDIA.
Bhubaneswar, Odisha:ସୋସିଆଲ ମିଡ଼ିଆରେ ଖୋର୍ଦ୍ଧା ବିଧାୟକଙ୍କ ଚରିତ୍ର ସଂହାର ଓ ମିଥ୍ୟା ପ୍ରଚାରକୁ ନେଇ ଖୋର୍ଦ୍ଧା ସାଇବାର ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ, ମହିଳା ଓ ସଚେତନ ନାଗରିକମାନେ ଏକତ୍ରିତ ହୋଇ ଆଜି ସଂଧ୍ୟାରେ ଏହି ଲିଖିତ ଅଭିଯୋଗ ଦେବା ସହ ସୋସିଆଲ ମିଡ଼ିଆରେ ବିଭ୍ରାନ୍ତିକର ଭିଡ଼ିଓ ପୋଷ୍ଟ କରିଥିବାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଜିଲ୍ଲା ବିଜେପି ଉପସଭାପତି ଦିଲ୍ଲୀପ କୁମାର ହୋତା ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ନିକୁଞ୍ଜ କିଶୋର ପଟ୍ଟନାୟକ।0
0
Report
ସୋସିଆଲ ମିଡ଼ିଆରେ ଅପପ୍ରଚାରକୁ ନେଇ ଖୋର୍ଦ୍ଧା ସାଇବର ଥାନାରେ ଏତଲା
Bhubaneswar, Odisha:ସୋସିଆଲ ମିଡ଼ିଆରେ ଅପପ୍ରଚାରକୁ ନେଇ ସାଇବର ଥାନାରେ ଏତଲା ଖୋର୍ଦ୍ଧା:-ଖୋର୍ଦ୍ଧାର ଜନପ୍ରୀୟ ବିଧାୟକ ତଥା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦ୍ଦେବଙ୍କ ସୋସିଆଲ ମିଡ଼ିଆରେ ଚରିତ୍ର ସଂହାର ଓ ମିଥ୍ୟା ପ୍ରଚାରକୁ ନେଇ ଖୋର୍ଦ୍ଧା ସାଇବାର ଥାନାରେ ଏକ ଲିଖିତ ଅଭିଯୋଗ ଦିଆଯାଇଛି । ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀର ଶତାଧିକ ବିଜେପି କର୍ମୀ, ମହିଳା ଓ ସଚେତନ ନାଗରିକମାନେ ଏକତ୍ରିତ ହୋଇ ଆଜି ସଂଧ୍ୟାରେ ଏହି ଲିଖିତ ଅଭିଯୋଗ ଦେବା ସହ ସୋସିଆଲ ମିଡ଼ିଆରେ ବିଭ୍ରାନ୍ତିକର ଭିଡ଼ିଓ ପୋଷ୍ଟ କରିଥିବାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ନିର୍ବାଚନ ପୂର୍ବରୁ ଅର୍ଥାତ୍ ଦୁଇବର୍ଷ ତଳେ କିଛି ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀଙ୍କ କୁଚକ୍ରାନ୍ତ ଯୋଗୁ ଛଣଗିରି ଠାରେ ହୋଇଥିବା ଏକ ସାଂଗଠନିକ ବିଶୃଙ୍ଖଳାର ସମାଧାନ ଓ ଭିଡ଼ାଓଟରା ବେଳର ଦୃଶ୍ୟକୁ ଏବେ ଭିନ୍ନ ମୋଡ଼ରେ ସୋସିଆଲ ମିଡ଼ିଆରେ ପ୍ରସାରିତ କରି ଜନମାନସରେ ବିଭ୍ରାନ୍ତ କରାଯାଉଛି । ଫଳରେ ବିଧାୟକଙ୍କ ସମ୍ମାନହାନୀ ସହିତ ଜଣେ ନିର୍ବାଚିତ ପ୍ରତିନିଧିଙ୍କ ସାମାଜିକ ମର୍ଯ୍ୟାଦା ହାନି ଘଟିଛି । ଯାହାକୁ ନେଇ ବିଧାୟକଙ୍କ ସମର୍ଥକ, ଦଳୀୟ କର୍ମୀ ଓ ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସଂତୋଷ ଦେଖିବାକୁ ମିଳିଛି । ଯାହାକୁ ନେଇ ଆଗାମୀ ଦିନରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ସମ୍ଭାବନା ସୃଷ୍ଟି ହୋଇଛି ।0
0
Report
Advertisement
ବୋଲଗଡ଼ : ବ୍ରହ୍ମପୁରା ଛକରେ ଓଲଟିଲା ପରିବା ବୋଝେଇ ମିନିଟ୍ରକ
Bolagarh, Odisha:ଆଜି ଭୋର ସମୟରେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ବ୍ରହ୍ମପୁରା ଛକରେ ଓଲଟିଲା ପରିବା ବୋଝେଇ ମିନିଟ୍ରକ। ଚାଳକଙ୍କର ଆଖି ଲାଗିଯିବାରୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇନାହିଁ।0
0
Report
ବସ୍- ଟ୍ରକ ମୁହାଁମୁହିଁ ଧକ୍କା। ୫ମୃତ, ୧୨ରୁ ଉର୍ଦ୍ଧ ଗୁରୁତର
Bhubaneswar, Odisha:ସୁନ୍ଦରଗଡ଼ ଜିଲ୍ଲା କେ.ବଲାଙ୍ଗ ଥାନା ଅନ୍ତର୍ଗତ ୫୨୦ ନମ୍ବର ଜାତୀୟ ରାଜପଥରେ ରାଉରକେଲା ରୁ ବଡ଼ବିଲ ଯାଉଥିବା ଯାତ୍ରୀବାହୀ ବସ୍ ଲିଙ୍ଗରାଜ ସହିତ ଏକ ଟ୍ରକ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ଏତେ ଜୋର୍ ଥିଲା ଯେ ଘଟଣା ସ୍ଥଳରେ ୫ ଜଣ ଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨ଜଣ ରୁ ଉର୍ଦ୍ଧ୍ବ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଛି।0
0
Report
କେ ଏମ ଭାଲିଆସାହି ଉଚ୍ଚ ବିଦ୍ୟାଳୟ ରେ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତାର ସମାରୋହ
Brahmapur, Odisha:ଗଜପତି ଜିଲ୍ଲାର ରା ଉଦୟଗିରି ବ୍ଲକ୍ ଅନ୍ତର୍ଗତ ପି ଏମ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ କେ ଏମ ଭାଲିଆସାହି ଠାରେ ବ୍ଲକ୍ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୧୮ଏବଂ ୧୯ ତାରିଖ ଦୁଇ ଦିନ ଧରି ଚାଲୁଥିବା ଏହି କ୍ରୀଡା ପ୍ରତିଯୋଗିତାର ଗତ କାଲି ଉଦଯାପିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରହ୍ଲାଦ ଶିଅଳ ଏବଂ ବରିଷ୍ଠ ଶିକ୍ଷକ ଶ୍ରୀଯୁକ୍ତ ରାମଚନ୍ଦ୍ର ଦଳବେହେରାଙ୍କ ତତ୍ତ୍ୱାବଧାନ କ୍ରମେ ଉକ୍ତ କାର୍ଯ୍ୟକ୍ରମ ସଫଳ ହୋଇପରିଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର0
0
Report
Advertisement
ରାସ୍ତା ନିର୍ମାଣ ପାଇଁ ଲୋକେ କଲେ ଦାବୀ
Udayagiri, Odisha:କଳିଙ୍ଗା ଘାଟିରେ ହୋଇଥିବା ଭୂ ସ୍ପଳନ ପରେ ଛଅ ଦିନ ପରେ ବି ଯାତାୟତ ସ୍ୱାଭବିକ ହୋଇ ପାରିନାହିଁ, ଏଣୁ ଅତିଶୀଘ୍ର ରାସ୍ତା ନିର୍ମାଣ ପାଇଁ ଲୋକେ ଦାବୀ କରିଛନ୍ତି.0
0
Report
କଳିଙ୍ଗା ଘାଟି ଭୂ ସ୍ପଳନ
Balliguda, Odisha:କଳିଙ୍ଗା ଘାଟିର ଭୂ ସ୍ପଳନ ସ୍ଥାନରେ ଥିବା ବିରାଟ କାୟ ଚାଞ୍ଚଡା ପଥର କୁ ବ୍ଲାଷ୍ଟ କରିବା ପାଇଁ ସ୍ଥିର କରାଯାଇଅଛି.କାରଣ ସେହି ପଥର କୁ ବ୍ଲାଷ୍ଟ କରି ତାହା ଉପରେ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବ.ମାତ୍ର ଏକ ପାଖିଆ ରାସ୍ତା ନିର୍ମାଣ କରାଯିବ ବୋଲି ଜଣା ପଡ଼ିଅଛି. ଏଣୁ ଘାଟି କୁ କୌଣସି ବ୍ୟକ୍ତି ଙ୍କୁ କଳିଙ୍ଗା ପୂର୍ତ୍ତ ବଙ୍ଗଳା ଓ ଦୁର୍ଗାପ୍ରସାଦ ଠାରୁ ଛଡା ଯାଉନାହିଁ. ପ୍ରତ୍ୟେକ ଗାଡି କୁ ଅଟକାଇ ଅଲଗା ରାସ୍ତା ରେ ଯିବା ପାଇଁ ପରାମର୍ଶ ଦିଆ ଯାଉଅଛି. ଦୀର୍ଘ ପାଞ୍ଚ ଦିନ ହେଲା କଳିଙ୍ଗା ରାସ୍ତା ଦେଇ ଯାତାୟତ ସମ୍ପୂର୍ଣ ବନ୍ଦ ହୋଇଯାଇଅଛି.0
0
Report
ଅଭିଶପ୍ତ ଜିବନ ବିତାଉଛନ୍ତି ଗୁଞ୍ଜୁଲିପଡି ଗ୍ରାମବାସୀ
Balliguda, Odisha:ଆଦିବାସୀ ଅଧୁସିତ କନ୍ଧମାଳ ରେ ବାଟ ହୁଡୁଛି ସରକାରୀ ଯୋଜନା , ଗଟାଏ ପାଶ୍ୱରେ ସରକାର ନାରା ବିକାଶ ବିକାଶ ବିକାଶ ସ୍ଲୋଗାନ ଦିଯାଉଥିବା ବେଳେ ଗ୍ରାମାଞ୍ଚଳ ତ ଦୁରର କଥା ସହର 2କିଲମିଟର ଦୁରରେ ଜନସାଧାରଣ ଙ୍କ ଗମନାଗମନ ସୁବିଧା କରିବା ରେ ସକ୍ଷମ ହଈପାରୁନି ସରକାର ଏହିଭଳି ଉଦାହରଣ ଦେଖିବାକୁ ମିଳିଛି ବାଲିଗୂଡା ସହରରୁ ମାତ୍ର 3କିଲମିଟର ଦୁରରେ ଥିବା ଗଞ୍ଜୁଲିପଡି ଗ୍ରାମରେ, ଏହି ଗଞ୍ଜୁଲିପଡି ଗ୍ରାମରେ ଆଜିବି ଅଭିଶପ୍ତ ଜୀବନ ବିତାଉଛନ୍ତି 100ରୁ ଉର୍ଧ ପରିବାର, ଏହି ଗ୍ରାମ ଟି ଆବାହନ କାଳରୁ ଜନବସତି ଆରମ୍ଭ ହଇଥିବା ବେଳେ, ବର୍ଷା 6ମାସ ନାହିଁ ନଥିବା ଅସୁବିଧା ର ସମ୍ମୁଖୀ0
0
Report
Advertisement
ବିଦ୍ୟାଳୟରେ ପୋଷାକ ବିତରଣ ନିର୍ଦ୍ଦେଶରେ ଅନିୟମିତତା ଅଭିଯୋଗ ଆଣିଛନ୍ତି ସ୍ବୟଂ ସହାୟକ ମହିଳା ସଂଘ
Chandiput, Odisha:ମୋହନା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ମୋହନା ବ୍ଲକ ର ଏକାଧିକ ସ୍ବୟଂ ସହାୟକ ଗୋଷ୍ଠୀ ର ମହିଳା ମାନେ । ଚଳିତ ବର୍ଷ ହେବାକୁ ବିଦ୍ୟାଳୟରେ ପୋଷାକ ବିତରଣ ପାଇଁ ବର୍ତ୍ତମାନ ଗୃଫ ମହିଳା ଙ୍କୁ ନିର୍ଦ୍ଦେଶ ଦେବା ବଦଳରେ ଅନୁକମ୍ପା ମୂଳକ ଭାବେ ମୋହନାରେ ନିର୍ଦ୍ଧିଷ୍ଟ ଚାରୋଟି ଦୋକାନ ବ୍ୟବସ୍ୟାୟୀ ଙ୍କୁ ବିଇଓ ଦେଇଥିବା ଅଭିଯୋଗ ହୋଇଛି। ବ୍ୟବସାୟୀ ଓ ବିଇଓ ଙ୍କ ସଲାସୂତରାରେ ଏଭଳି ନିର୍ଦ୍ଦେନାମା ପ୍ରସ୍ତୁତ ହୋଇଥିବା ନେଇ ବିଭାଗୀୟ ଗଣଶିକ୍ଷା ମନ୍ତ୍ରୀ ଙ୍କ ସମେତ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା କହିଛନ୍ତି ମହିଳା ମାନେ । ତ0
0
Report
ରାଉରକେଲା ଇସ୍ପାତ କାରଖାନା ସମ୍ପ୍ରସାରଣ! ବରକାନୀ ବାସୀଙ୍କୁ ମନାଇବା ପ୍ରୟାସ ଆରମ୍ଭ।
Rourkela, Odisha:ଦୀର୍ଘ ବର୍ଷ ପରେ ୩୦ହଜାର କୋଟି ଟଙ୍କା ବିନିମୟରେ ରାଉରକେଲା ଇସ୍ପାତ କାରଖାନା କୁ ସମ୍ପ୍ରସାରଣ ଓ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଁ ହୋଇଥିବା ଯୋଜନା କୁ ରୂପରେଖ ଦେବାକୁ ଆରମ୍ଭ ହୋଇଛି ପ୍ରୟାସ।ପ୍ରାଥମିକ ପର୍ଯ୍ୟାୟରେ ସଂପୃକ୍ତ ବରକାନୀ ଅଞ୍ଚଳରେ ଦୀର୍ଘ ବର୍ଷ ଧରି ରହୁଥିବା ବାସିନ୍ଦା ଙ୍କୁ ପ୍ୟାକେଜ ଦେଇ ବିସ୍ଥାପନ କରିବାକୁ ହୋଇଥିବା ଆଲୋଚନା ବିଫଳ ହୋଇଛି।କେନ୍ଦ୍ର ଆଦିବାସୀ ମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସମେତ କାରଖାନାର ବରିଷ୍ଠ କତୃପକ୍ଷ ଓ କିଛି ବରକାନୀ ବାସୀ ଉପସ୍ଥିତ ଥିଲେ।0
0
Report
"ଦଳରେ ଏକତା ହିଁ କଂଗ୍ରେସ କୁ ଜିତାଇ ପାରିବ" ଡ.ପଲକ୍ ବର୍ମା
Rourkela, Odisha:"ଦଳରେ ଏକତା ହିଁ କଂଗ୍ରେସ ଦଳକୁ ରାଉରକେଲାରେ ଜିତାଇ ପାରିବ"। ଦୀର୍ଘ ୮ଦିନ ଧରି ସଂଗଠନ ସୃଜନ କାର୍ଯ୍ୟକ୍ରମ ରେ ଯୋଗ ଦେବା ପରେ ରାଉରକେଲା ଜିଲ୍ଲା କଂଗ୍ରେସ ବାବଦରେ ଏଭଳି ଟିପ୍ପଣୀ ଦେଇଛନ୍ତି ଅଲ୍ ଇଣ୍ଡିଆ କଂଗ୍ରେସ କମିଟି ପର୍ଯ୍ୟବେକ୍ଷକ ଡ.ପଲକ୍ ବର୍ମା।ଜିଲ୍ଲା ସଭାପତି ଚୟନ ପାଇଁ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମ ପରେ,ରାଉରକେଲା ଜିଲ୍ଲା କଂଗ୍ରେସ ଖୁବଶିଘ୍ର ଜଣେ ସ୍ଥାୟୀ ସଭାପତି ପାଇବ ବୋଲି ଆଶା କରାଯାଉଛି।ତେବେ ମାତ୍ର ଆଠ ଦିନରେ ଜିଲ୍ଲାରେ ଥିବା ଦଳୀୟ କନ୍ଦଳ ବାବଦରେ ପର୍ଯ୍ୟବେକ୍ଷକ ଙ୍କ ସ୍ପଷ୍ଟ ମତ ପରେ ନୂତନ ନିଯୁକ୍ତ ହେବାକୁ ଥିବା ଜିଲ୍ଲା ସଭାପତି ଙ୍କ ଭୂମିକା ଏବେ ବେଶ୍ ଗୁରୁତ୍ବପୂର୍ଣ୍ଣ।0
0
Report
Advertisement
ବାଲିଗୁଡା ରେ ଚାଲିଲା ଭେଣ୍ଡିଂ ଜୋନ
Balliguda, Odisha:ଗତକାଲି ଉପଜିଲ୍ଲାପାଳ ନିଜେ ରହି ରାସ୍ତା ପାଶ୍ୱରେ ଥିବା ଉଠା ଦୋକାନ କୁ ଉଛେଦ କରିଥିଲେ, ଆଜି ପ୍ରଭାବ ଦେଖିବାକୁ ମିଳିଛି, କିନ୍ତୁ ସମସ୍ତ ଗରିବ ନିରିହ ଉଠା ଦୋକାନ ପ୍ରଶାସନ ର ନିୟମ କୁ ମାନିଥିବା ବେଳେ, କିଛି ଗାଲୁଆ ପୁଣିଥରେ ଡ୍ରେନଜ କୁ ମାଡିବସିଥିବା ଦେଖିବାକୁ ମିଳିଛି0
0
Report
କ୍ରୀଡା ଦିବସ ରେ ଖୋଖୋ ପ୍ରତିଯୋଗିତା
Rourkela, Odisha:ଜାତୀୟ କ୍ରୀଡା ଦିବସ ରେ ରାଉରକେଲା ରେ ଆୟୋଜିତ ହୋଇଯାଇଛି ଜିଲ୍ଲା ସ୍ତରୀୟ ଖୋଖୋ ପ୍ରତିଯୋଗିତା। ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଅଂଚଳରୁ ଶତାଧିକ ଖେଳାଳି ଏଥିରେ ଯୋଗ ଦେଇଥିଲେ।0
0
Report
ହନୁମାନ ବାଟିକା ସମଲେଇ ମନ୍ଦିର ରେ ନୁଆଖାଇ ନବାନ୍ନ ଲାଗି
Rourkela, Odisha:ରାଉରକେଲା ହନୁମାନ ବାଟିକା ମା ସମଲେଇ ମନ୍ଦିର ରେ ନୂଆଖାଇ ନବାନ୍ନ ଲାଗି ନୀତି ମହା ସମାରୋହରେ ପାଳିତ ହୋଇଛି। ଧାର୍ଯ୍ୟ ସମୟ ରେ ମାଆ ଙ୍କ ପୂଜା ଆଳତି ପରେ ଶତାଧିକ ଭକ୍ତ ଙ୍କ ଗହଣରେ ନବାନ୍ନ ଲାଗିବା ପରେ ସମସ୍ତେ ପ୍ରସାଦ ସେବନ କରିଥିଲେ। ହୋମ ,ଯଜ୍ଞ ସମେତ ବାଜା ଦୂଲ୍ ଦୁଲି ରେ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।0
0
Report
Advertisement
