Back
Paradip Vishwakarma Puja में JCCTrailer मचा हंगामा, मुफ्त पानी वितरण पर बवाल
NBNARAYAN BEHERA
Sept 19, 2025 13:22:19
Paradeep, Odisha
Slug - Jcc Trailer
Dt - 19/09/2025
Place - Paradip
Format - Avb
Anchor - ପାରାଦୀପରେ ଜମୁଛି ବିଶ୍ୱକର୍ମା ପୂଜା। ଦ୍ଵିତୀୟ ସନ୍ଧ୍ୟାରେ ପ୍ରବଳ ଜନସମାଗମ ବିଭିନ୍ନ ପୂଜା ମଣ୍ଡପରେ ସୁସଜ୍ଜିତ ତୋରଣ ଓ ବିଶ୍ୱକର୍ମା ଙ୍କ ଆକର୍ଷଣୀୟ ମୂର୍ତ୍ତି ଶୋଭା ପାଉଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଟ୍ରେଲର ମିଳିତ ସମନ୍ୱୟ କମିଟି ତରଫରୁ ଭି ପଏଣ୍ଟ କେଜି ସ୍କୁଲ ନିକଟରେ ଏକ ମୃଦୁ ପାନୀୟ (ମକଟେଲ) କାଉଣ୍ଟର ଖୋଲାଯାଇଛି। ସେଠାରେ ନିଃଶୁଳ୍କ ପାନୀୟ ବଣ୍ଟନ କରାଯିବା ସହ ପରିବେଶ ପାଇଁ ବୃକ୍ଷର ଆବଶ୍ୟତାକୁ ଦୃଷ୍ଟିରେ ରଖି ୬ ଦିନ ଧରି ବିଭିନ୍ନ ଚାରା ବୃକ୍ଷ ବଣ୍ଟନ କରାଯାଇଛି। ଏହି ନିଃଶୁଳ୍କ ସେବା କାଉଣ୍ଟର କୁ ପାରାଦ୍ୱୀର ଏଡିଏମ୍,ଏ.ଏସ୍ପି, ପାରାଦୀପ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ପାରାଦୀପ ପୌରାଧ୍ୟକ ଙ୍କ ଦ୍ବାରା ମୃଦ୍ୟୁ ପାନୀୟ କାଉଣ୍ଟର ଉଦଘାଟନ କରାଯାଇ ବୃକ୍ଷ ଚାରl ମାନ ବଣ୍ଟନ କରାଯାଇଥିଲା।ଜେସିସି ର ଏପରି ଉଦ୍ୟମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି l ସାତଦିନ ବ୍ୟାପି ଏହି ମହୋତ୍ସବରେ ଶାନ୍ତିଶୃଙ୍ଖଳା ଓ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ବେଳେ ଅନୁକୂଳ ପାଣି ପାଗ ଥିବା ରୁ ପାରାଦୀପ ର ବିଶ୍ବକର୍ମା ପୂଜା ରେ ଅସମ୍ଭାଳ ଭିଡ ଜମୁଛି।
ବାଇଟ -୧- କର୍ମେଶ୍ବର ସ୍ବାଇଁ । (କର୍ମକର୍ତ୍ତା, ଜେସିସି)
ବାଇଟ -୨- ପ୍ରକାଶ ଜେନା। (ସଦସ୍ୟ, ଜେସିସି )
ବାଇଟ -୩- ବସନ୍ତ କୁମାର ବିଶ୍ବାଳ। ( ପୌରାଧ୍ୟକ, ପାରାଦୀପ )
ପାରାଦୀପ ରୁ ନାରାୟଣ ବେହେରା (ଜୀ ମିଡିଆ)
2
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
3
Report
AVArun Vaishnav
FollowSept 19, 2025 15:03:02Jaipur, Rajasthan:डीग
डीग एसडीएम देवी सिंह व रीडर मुकेश ट्रेप ,80 हजार लेते ट्रेप,हिरासत में लिए गए दोनों, सवाई माधोपुर एसीबी की टीम ने ट्रेप की कार्रवाही को दिया अंजाम
0
Report
NPNavratan Prajapat
FollowSept 19, 2025 15:02:530
Report
PCPUSHPENDRA CHATURVEDI
FollowSept 19, 2025 15:02:430
Report
SKSwadesh Kapil
FollowSept 19, 2025 15:02:340
Report
NSNeha Sharma
FollowSept 19, 2025 15:01:480
Report
KNKumar Nitesh
FollowSept 19, 2025 15:01:310
Report
MSMrinal Sinha
FollowSept 19, 2025 15:01:210
Report
JAJhulan Agrawal
FollowSept 19, 2025 15:01:110
Report
2
Report
DDDeepak Dwivedi
FollowSept 19, 2025 15:00:100
Report
0
Report
0
Report
0
Report