Back
संबलपुर पुस्तक मेले का शुभारम्भ शिक्षा मंत्री धर्मेन्द्र प्रधान ने किया
ANAJAY NATH
Jan 25, 2026 05:17:03
Sambalpur, Odisha
ସମ୍ବଲପୁର ର ପୁସ୍ତକ ମେଳା କୁ ଆଗାମୀ ସମୟରେ ସାହିତ୍ୟ ମେଳା ରେ ପରିଣତ କରାଯିବ,ପୁସ୍ତକ ମେଳା ର ଉଦଘାଟନୀ ଅବସରରେ କହିଲେ ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ|ସେତୁ ଓ ନ୍ୟାସନାଲ ବୁକ ଟ୍ରଷ୍ଟ, ଭାରତ (ଏନ୍ବିଟି, ଭାରତ) ସମ୍ବଲପୁର ପୁସ୍ତକ ମେଳା ପି. ଏଚ୍ ଡି. ଗ୍ରାଉଣ୍ଡ, ଅଇଁଠାପାଲି, ସମ୍ବଲପୁରରେ ଆରମ୍ଭ ଅନୁଷ୍ଠିତ ହୋଇଛି। ଗତକାଲି ସନ୍ଧ୍ୟା ରେ ଏହାର ଉଦଘାଟନ ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ, ଭାରତ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ହୋଇଛି।ଏହି ଉଦଘାଟନୀ ଉତ୍ସବ ରେ ମାନ୍ୟବର ମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ, ଓଡିଶା ସରକାର ଙ୍କ ଶ୍ରୀ ରବି ନାରାୟଣ ନାଏକ, ମାନ୍ୟବର କ୍ରୀଡା ଓ ଯୁବ ବ୍ୟାପର ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ୟବଂଶୀ ସୁରଜ, ନ୍ୟାସନାଲ ବୁକ ଟ୍ରଷ୍ଟ ଚେୟାରମେନ ପ୍ରଫେସର ମିଲିନ୍ଦ୍ ସୁଧାକର ମାରାଥେ , ସେତୁ ର ଅଧ୍ୟକ୍ଷ ପ୍ରଫେସର ମୀନକେତନ ପାଠି ପ୍ରମୁଖ ମଞ୍ଚାସୀନ ଥିଲେ।ମାନ୍ୟବର କ୍ରୀଡା ଓ ଯୁବ ବ୍ୟାପର ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ୟବଂଶୀ ସୁରଜ ଯୋଗଦେଇ ସମସ୍ତଙ୍କୁ ଶୁଭେଛା ଜଣାଇଥିଲେ ଏହି ପୁସ୍ତକମେଳା କେବଳ ଜ୍ଞାନବିଜ୍ଞାନ ର ପସରା ନୁହେଁ ବରଂ ଗୋଟେ ବିଚାର ଧାରା ର ପସରାକୁ ଉନ୍ମୁକ୍ତ କରୁଛି ବୋଲି କହିଥିଲେ।ଏହିପୁସ୍ତକ ମେଳା ଆଗାମୀପିଢୀ କୁ ବହୁ ସଂଖ୍ଯାରେ ଯୋଡିଛି।କୁଦୋପାଲି ଅଞ୍ଚଳ କୁ ଗସ୍ତ କରି ଗତକାଲି ସେ ସୌଭାଗ୍ୟଶାଳୀ ବୋଲି କହିଥିଲେ। ଆଗାମୀଦିନରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ଦ୍ଵାରା କୁଦୋପାଲି ର ତଥ୍ୟ ସଂଗ୍ରହ କରାଯିବାର ଯୋଜନା କରାଯାଉଛି ବୋଲି ସୂଚନା ଦେଇଥିଲେ ଏବଂ କୁଦୋପାଲି ଉପରେ ଏକ ଜାତୀୟସ୍ତରର ସେମିନାର ମଧ୍ୟ କରାଯିବ ବୋଲି ସେ କହିଥିଲେ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
मोहम्मदाबाद गोहना रेलवे स्टेशन का डीआरएम ने किया निरीक्षण, जनप्रतिनिधियों व संगठनों ने सौंपा मांग-पत
VKVasim Khan
FollowJan 25, 2026 07:10:421
Report
DIDamodar Inaniya
FollowJan 25, 2026 07:10:040
Report
MPMAHESH PARIHAR1
FollowJan 25, 2026 07:09:520
Report
SRSANDEEP RATHORE
FollowJan 25, 2026 07:09:300
Report
SPSohan Pramanik
FollowJan 25, 2026 07:09:100
Report
NANasim Ahmad
FollowJan 25, 2026 07:08:460
Report
KYKaniram yadav
FollowJan 25, 2026 07:08:260
Report
RNRajesh Nilshad
FollowJan 25, 2026 07:07:380
Report
KNKumar Nitesh
FollowJan 25, 2026 07:07:250
Report
66
Report
JPJai Pal
FollowJan 25, 2026 07:07:010
Report
RKRaj Kishore
FollowJan 25, 2026 07:06:470
Report
KCKumar Chandan
FollowJan 25, 2026 07:06:100
Report
SKSunny Kumar
FollowJan 25, 2026 07:05:460
Report
NBNARAYAN BEHERA
FollowJan 25, 2026 07:05:240
Report