Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Khordha752055blurImage

ରେଳ ନେଟଓାର୍କରେ ଯୋଡି ହେଲା ବୌଦ୍ଧ ଜିଲା

SURYA NARAYAN MOHANTY
Jun 21, 2025 09:20:51
Khordha, Odisha
ରେଳ ନେଟଓାର୍କରେ ଯୋଡି ହେଲା ବୌଦ୍ଧ ଜିଲା । ଖୋର୍ଦ୍ଧା-ବଲାଙ୍ଗିର ରେଳ ପ୍ରକଳ୍ପର ସୋନପୁର ଠାରୁ ବୌଦ୍ଧ ଜିଲାର ପୁରୁଣାକଟକ ପର୍ଯ୍ୟନ୍ତ ୧ ହଜାର ୩୭୬ କୋଟି ଟଙ୍କା ବ୍ୟୟରେ ନିର୍ମାିତ ୭୧ କିମି ରେଳ ରାସ୍ତାର ଶୁଭ ଉଦଘାଟନ କରିବା ସହିତ ପୁରୁଣାକଟକ ଠାରୁ ବଲାଙ୍ଗିର ପର୍ଯ୍ୟନ୍ତ ଏବଂ ବୌଦ୍ଧ ଠାରୁ ସମ୍ବଲପୁର,ନୁଆ ଭୁବନେଶ୍ୱର ପର୍ଯ୍ୟନ୍ତ ୩ ଟି ଯାତ୍ରୀବାହୀ ଟ୍ରେନକୁ ପତକା ଦେଖାଇ ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବୌଦ୍ଧ ମୁଖ୍ୟ ରେଳ ଷ୍ଟେସନରେ ଜିଲାର ଦୁଇ ବିଧାୟକ ଙ୍କ ସମେତ ରେଳ ବିଭାଗର ଅଧିକାରୀ ଓ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
0
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|

Advertisement