Back
Paradip में साइकिल सवार की मौत के बाद सड़क पर अवरोध और प्रदर्शन
NBNARAYAN BEHERA
Feb 17, 2026 06:03:44
Paradeep, Odisha
କଟକ ପାରାଦ୍ୱୀପ ରାସ୍ତା ପଙ୍କପାଳ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଅଜଣା ଗାଡି ସାଇକେଲ ଆରୋହୀ କୁ ଧକ୍କା ଦେଇ ଘଟଣା ସ୍ଥଳ ରୁ ଫେରାର ହୋଇଯାଉଛି । ତେବେ ଘଟଣା ସ୍ଥଳ ରେ ସାଇକେଲ ଆରୋହୀ ର ମୃତ୍ୟୁ ଦେହ ପଡି ରହିଥିବା ବେଳେ କ୍ଷତିପୂରଣ ଦାବୀକରି ସ୍ଥାନୀୟ ଲୋକେ କଟକ ପାରାଦୀପ ରାସ୍ତାକୁ ଅବରୋଧ କରିଛନ୍ତି । ମୃତକ ଙ୍କ ପରିଚୟ କୁଜଙ୍ଗ ଥାନା ବଡ଼ପାଲ ଗ୍ରାମର ଉତ୍ତମ ପରିଡା ବୟସ ୫୦ ବୋଲି ଜଣାପଡିଛି ସୂଚନା ଅନୁଯାୟୀ ଉତ୍ତମ ପଙ୍କପାଳ ରେ ଥିବା କମଳା ଦେବୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ରାତ୍ର ଜଗୁୱାଳି ଭାବେ କାର୍ଯ୍ୟ କରୁଥିଲେ , ଆଜି ସକାଳୁ ପ୍ରବଳ କୁହୁଡି ହେଉଥିବା ସମୟରେ ପ୍ରାତଃ ସକାଳୁ ନିଜ ଘର ବଡପାଳ ଗ୍ରାମକୁ ସେ ସାଇକେଲ ରେ ଫେରୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି । ତେବେ କ୍ଷତିପୂରଣ ଦାବୀ କରି ସ୍ଥାନୀୟ ଅଂଚଳ ର ଲୋକ ମାନେ କଟକ ପାରାଦ୍ୱୀପ ମୁଖ୍ୟ ରାସ୍ତା ଅବରୋଧ କରିଥିଥାନ୍ତି ଦେଖିବାକୁ ମିଳିଛି । ଘଟଣାକୁ ନେଇ କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିବା ସହିତ ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
RKRavi Kant
FollowFeb 17, 2026 07:45:58Noida, Uttar Pradesh:The amazing hovering skill of the Common Kestrel.
0
Report
JPJai Pal
FollowFeb 17, 2026 07:45:480
Report
MKMohammed Khan
FollowFeb 17, 2026 07:45:380
Report
KKKRISNDEV KUMAR
FollowFeb 17, 2026 07:45:230
Report
0
Report
1
Report
NANasim Ahmad
FollowFeb 17, 2026 07:37:390
Report
0
Report
PTPawan Tiwari
FollowFeb 17, 2026 07:37:190
Report
KKKRISNDEV KUMAR
FollowFeb 17, 2026 07:36:430
Report
PPPrakash Pandey
FollowFeb 17, 2026 07:36:160
Report
RTRAJ TAKIYA
FollowFeb 17, 2026 07:36:040
Report
NMNitesh Mishra
FollowFeb 17, 2026 07:35:460
Report
MKManitosh Kumar
FollowFeb 17, 2026 07:35:270
Report
PKPrakash Kumar Sinha
FollowFeb 17, 2026 07:34:500
Report