Back
परादीप पुलिस ने बाइक चोरों को पकड़ा: तीन लुटेरों को गिरफ्तार
NBNARAYAN BEHERA
Jan 21, 2026 14:48:33
Paradeep, Odisha
ବାଇକ ଚୋର ଙ୍କୁ ଧରିଲା କୁଜଙ୍ଗ ପୋଲିସ । ଦିନ ଦିପ୍ରହରେ ବାଇକ ଚୋରି କରୁଥିବା ତିନି ଲୁଟେରାଙ୍କୁ କାବୁ କଲା କୁଜଙ୍ଗ ପୋଲିସ। ଗତ ୧୭ ତାରିଖ ଦିନ ଦିବା ଦୁଇ ଘଟିକା ସମୟ ରେ କୁଜଙ୍ଗ ବ୍ଲକ ପାଖ ଓ ଭେଟେନାରୀ ପାଖରୁ ଦୁଇଟି ବାଇକ କୁ ଚୋରି କରି ନେଇଥିବା ଏହି ଦୁର୍ବୁତ, ରିପୋର୍ଟ ପାଇବା ପରେ କୁଜଙ୍ଗ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି କୁଜଙ୍ଗ ସନ୍ତରା ଗ୍ରାମ ର ଉଲ୍ଲାସ ବେହେରା,ଜୟ ପ୍ରକାଶ ବାରିକ ଓ ଲକ ଥାନା ପିପଳ ଗ୍ରାମ ର କାଳନ୍ଦୀ ବେହେରା ତିନିଜଣ ଦୁର୍ବୁତ୍ତ ଙ୍କୁ ପଛା କରି ସେମାନଙ୍କ ନିକଟ ରୁ ପ୍ରଥମେ ଗୋଟିଏ ବାଇକ ଜବତ କରିବା o ପରବର୍ତୀ ଅବସ୍ଥା ରେ ସେମାନେ ବିକ୍ରି କରିଥିବା କେନ୍ଦ୍ରାପଡ଼ା jiଲ୍ଲା ଡେରାବିଷ ଥାନା ଅଂଚଳ ର ସ୍ମୃତି ରଞ୍ଜନ ଜେନା ନିକଟ ରୁ ଅନ୍ୟ ବାଇକ ଟି ଜବତ କରିଥିବା ଜଣାପଡିଛି। ଦୁର୍ବୁତ୍ତ ମାନେ ସାଧାରଣ ପିଲା ପରି ସକାଳୁ ଘରୁ ବାହାରି ଆସୁଥିବା o ବିନା ଡର ଭୟ ରେ ଦିନ ଦ୍ୱିପ୍ରହରେ ଗୋଟିଏ ପରେ ଗୋଟିଏ ବାଇକ ବଜାର ମଧ୍ୟରୁ ଚୋରି କରୁଥିବା ବେଳେ ପୋଲିସ ଏମାନଙ୍କ ସହିତ କେଉଁ ର୍ୟାକେଟ କାମ କରୁଛି ତାହା ତଦନ୍ତ ପରେ ଜଣାପଡିବ ବୋଲି ପ୍ରକାଶ କରିଛି। ପୋଲିସ ଉକ୍ତ ଘଟଣା କୁ ନେଇ ୧୨/୨୬ ଓ ୧୩/୨୬ ନମ୍ୱର କେସ ରୁଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରిଛି।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
PKPrakash Kumar Sinha
FollowJan 21, 2026 16:15:380
Report
JGJugal Gandhi
FollowJan 21, 2026 16:15:260
Report
0
Report
0
Report
0
Report
BBBhupendra Bishnoi
FollowJan 21, 2026 16:03:150
Report
BSBhanu Sharma
FollowJan 21, 2026 16:03:010
Report
IKIsateyak Khan
FollowJan 21, 2026 16:02:43Danapur, Bihar:दाताापुर के पेठिया बाजार के दर्जनों किराने दुकान में लगी भयानक आग मौके पर पहुंची कई दमकल की गाड़ियां आग पर काबू पाने की कर रही है कोशिश
0
Report
JGJugal Gandhi
FollowJan 21, 2026 16:02:030
Report
DGDeepak Goyal
FollowJan 21, 2026 16:00:590
Report
RKRakesh Kumar Bhardwaj
FollowJan 21, 2026 16:00:410
Report
BSBhanu Sharma
FollowJan 21, 2026 16:00:240
Report
0
Report
0
Report
0
Report