Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Kandhamal762103

ଫୁଲବାଣୀ ଠାରେ OAS ସଂଙ୍ଘ କନ୍ଧମାଳ ପକ୍ଷରୁ ଜିଲ୍ଲାପାଳ ଏବଂ SP ଙ୍କ ପାଖରେ ଦାବିପତ୍ର

Chita Ranjan ZEE NEWS KANDHAMAL
Jul 01, 2025 13:53:09
Balliguda, Odisha
ଫୁଲବାଣୀ ଠାରେ OAS ସଂଙ୍ଘ କନ୍ଧମାଳ ପକ୍ଷରୁ ଜିଲ୍ଲାପାଳ ଙ୍କୁ ସାମୁହିକ ଛୁଟି ପାଇଁ ଦାବି ଦେଇଥିବା ବେଳେ, କନ୍ଧମାଳ SP ଙ୍କ ପାଖରେ ଗତ କାଲି ଘଟଣାରେ ନିନ୍ଦା ପ୍ରସ୍ତାବ ସହ ଦଷିକୁ କାଯ୍ୟାନୁଷ୍ଠାନ ନିମନ୍ତେ ଦାବିପତ୍ର ପ୍ରଦାନ କରିଛନ୍ତି OAS ସଂଙ୍ଘ କନ୍ଧମାଳ ପକ୍ଷରୁ, ମଙ୍ଗଳବାର ଦିନ 12ଘଣ୍ଟିକା ସମୟରେ ପ୍ରଥମେ ସାରକିଟ ହାଉସରେ ଏକ ବୈଠକ ଅନୁଷ୍ଠିତ ହଇଥିଲା, ଏହି ବୈଠକରେ OASA ର ସଭାପତି ରମେଶ ଚନ୍ଦ୍ର ଜେନା, ଉପସଭାପତି ମ୍ଭୁନାଥ ନନ୍ଦି, ସମ୍ପାଦକ ଭିକାରି ସାହୁ ଙ୍କ ଉପସ୍ଥିତ ରହିଥିବା ବେଳେ ଜିଲ୍ଲା ର ସମସ୍ତ ବିଡିଓ, ଏବିଡିଓ ଉପସ୍ଥିତ ରହିଥିଲେ ପରେ ପରେ ଦିନ ଗଟାଏ ସମୟରେ ଜିଲ୍ଲାପାଳ ଙ୍କୁ ସମୁହିକ ଛୁଟି ପାଇଁ ଲିଖିତ ଦେବା ସହ 7ଦଫା ସମ୍ମିଳିତ ଦାବିପତ୍ର ଅକନ୍ଧମାଳ ଙ୍କୁ ପ୍ରଦାନ କରିଛନ୍ତେ ତେବେ କଣ ରହିଛି ଘଟଣା ଆସନ୍ତୁ ଶୁଣିବା ସଭାପତି ରମେଶ ଚନ୍ଦ୍ର ଜେନା ଙ୍କ ଠାରୁ
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Advertisement