Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Ganjam760002

ବ୍ରହ୍ମପୁର ର ଅନମଲ କମ୍ପାନୀ ନକଲୀ ଟମାଟସସ ଫେକ୍ଟ୍ରୀ ଉପରେ ପ୍ରଶାସନ ର ଚଡାଉ

PREMANANDA PUJARI
Jun 30, 2025 11:55:06
Brahmapur, Odisha
ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ଶ୍ରୀରାମନଗର ପିଚିପିଚା ସାହି ରେ ଦୀର୍ଘ ବର୍ଷ ଧରି ଚାଲିଥିବା ଟମାଟୋ ସସ ଫେକ୍ଟ୍ରୀ ରେ ପୋଲିସ ଓ ଖାଦ୍ୟ ସୁରକ୍ଷା ଓ ନିରାପତ୍ତା ବିଭାଗ ର ମିଳାତ ଚଢାଉ । ଶବମ ଫୁଡ୍ ପ୍ରଟକ୍ଟ ନାମରେ ରହିଥିବା ଏହି ଫେକ୍ଟ୍ରୀ ରେ ଚଡାଉ ବେଳେ ବିପୁଳ ପରିମାଣର ଅସ୍ୱାସ୍ଥ୍ୟକର ଚମାଟୋସସ୍ , ଚିଲି ସସ, ଭିନେଗାର ,ସୋୟାବଡି , ବିଭିନ୍ନ ରଙ୍ଗ କେମିକାଲ କୁ ଜବତ କରାଯାଇଛି। ଫେକ୍ଟ୍ରୀ ପ୍ରସ୍ତୁତ ହେଉଥିବା ଏହି ସମସ୍ତ ସାମଗ୍ରୀକୁ , ଅନମୋଲ ବ୍ରାଣ୍ଡ ରେ ନାମିତ କରି ବଜାରରେ ଶହଶହ ପେଡ଼ି ବିକ୍ରୀ ହୋଇଆସୁଥିଲା ।
1
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Advertisement