Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Gajapati761015

ବିଦ୍ୟାଳୟରେ ଛାତ୍ର ଙ୍କୁ ପିଅନ ମାଡ଼ ମାରିବାରୁ ବିଦ୍ୟାଳୟ ରେ ଉତ୍ତେଜନା !

PREMANANDA PUJARI
Jun 26, 2025 13:55:30
mohana, Odisha
ବିଦ୍ୟାଳୟରେ ଛାତ୍ର ଙ୍କୁ ପିଅନ ମାଡ଼ ମାରିବାରୁ ବିଦ୍ୟାଳୟ ରେ ଉତ୍ତେଜନା ! ଏଭଳି ଘଟଣା ଦେଖିବାକୁ ମିଳିଛି ମୋହନା ବ୍ଲକ କର୍ଚ୍ଚବାଡ଼ି ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ପରିସର ରେ ଖେଳୁଥିବା ବେଳେ ନିଶାସକ୍ତ ଅବସ୍ଥାରେ ପିଅନ ବୃନ୍ଦାବନ ମଳିକ ଛାତ୍ର ଙ୍କୁ ବାଡେଇଥିଲେ। ଯାହାକୁ ନେଇ ବିଦ୍ୟାଳୟରେ ଅଭିଭାବକ ମାନେ ପହଞ୍ଚି ଉତେଜିତ ହୋଇଥିଲେ । ଏହା ସହ ସମ୍ପୃକ୍ତ ପ୍ରଧାନ ଶିକ୍ଷକ କୁ ଦାୟୀ କରି ଘଣ୍ଟା ଘଣ୍ଟା ଧରି ଉତ୍ତେଜନା ଲାଗି ରହିଥିଲା ।‌ ବିଦ୍ୟାଳୟରେ ମୋହନା ବ୍ଲକ ଶିକ୍ଷା ଅଧିକାରୀ ପହଞ୍ଚି ଅଭିଭାବକ ଙ୍କୁ ବୁଝା ସୁଝା କରିବା ପରେ ଶାନ୍ତ ପଡିଥିଲା।
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Advertisement