ପଶ୍ଚିମବଙ୍ଗରେ ହିନ୍ଦୁ ମାନଙ୍କୁ ଆକ୍ରମଣ ଘଟଣାରେ ପ୍ରତିବାଦ ଜଣାଇଲେ ସନାତନ ଧର୍ମୀ, ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କଲେ ଦାବିପତ୍ର।

Khordha - ପଶ୍ଚିମବଙ୍ଗରେ ହିନ୍ଦୁ ମାନଙ୍କୁ ଆକ୍ରମଣ: ସନାତନ ଧର୍ମୀଙ୍କ ନୂତନ ପ୍ରତିବାଦ
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
ଖୋର୍ଦ୍ଧା:- ଆନ୍ତର୍ଜାତିକ ସମବାୟ ବର୍ଷ ଉପଲକ୍ଷେ ଉପ ନିବନ୍ଧକ ସମବାୟ ସମିତି ଖୋର୍ଦ୍ଧା ବିଭାଜନ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।
ଖୋ, ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଧାୟକ ପ୍ରଦୀପ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଉନ୍ନୟନ ବିଭାଗର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ।
ଖୋର୍ଦ୍ଧା, ଖୋର୍ଦ୍ଧା ପୁରୁଣା ବସଷ୍ଟାଣ୍ଡ ଠାରେ ପ୍ରଥମ ତଥା ଦେଶରେ ୨୨ତମ ଚାନ୍ଦିଭଣ୍ଡାରର ଉଦଘାଟନ କଲେ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ।
ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା ଘଟିଛି। ଲିଫ୍ଟ ରେ ଚାପି ହୋଇ ମହିଳାଙ୍କର ମୃତ୍ୟୁ ହୋଇଛି।
ଦଶପଲ୍ଲାର ପ୍ରସିଦ୍ଧ ଐତିହାସିକ ଲଙ୍କାପୋଡ଼ି ଯାତ୍ରା ବା ରାବଣବଧ ଅନୁଷ୍ଠିତ । ପରମ୍ପରା ଅନୁଯାୟୀ ଏହି ଉତ୍ସବ ମଙ୍ଗଳରାତି ବୁଧ ପାହାନ୍ତି ଦିନ ଅନୁଷ୍ଠିତ ହେଉଥିବା ବେଳେ ଏହାକୁ ଦେଖିବା ପାଇଁ ଦେଶ ତଥା ରାଜ୍ୟର କୋଣ ଅନୁକୋଣରୁ ଲକ୍ଷାଧିକ ଜନସମାଗମ ହୋଇଥିଲା। ଏଠାରେ ଶ୍ରୀରାମ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ରାବଣକୁ ନିଧନ କରିବା ସଙ୍ଗେ ସଙ୍ଗେ ଏକ ରାବଣ ପ୍ରତିମୂର୍ତ୍ତିରେ ଅଗ୍ନି ସଂଯୋଗ ହୋଇଥିଲା। ଏହା ପରେ ଆତସବାଜୀ ପ୍ରଦର୍ଶନ ହୋଇଥିଲା। ଅନେକ ମାନସିକଧାରୀ ସେମାନଙ୍କ ଯାଚଜ୍ଞା ଭାବେ ବାଣ ପ୍ରଦାନ କରିଥିଲେ ।
ବେଆଇନ ପଥର ଖଣି ଉପରେ ବାଘମାରି ପୋଲିସର ଚଢ଼ାଉ, ପାଓ୍ବାର ଟିଲର, ଟ୍ରକ୍ ଓ ହାଇଓ୍ବା ଜବତ ।