Back
ରାଉରକେଲା ରେ ରଥଯାତ୍ରା...ପ୍ରବଳ ଜନ ସମାଗମ
Rourkela, Odisha
ପ୍ରବଳ ଜନ ସମାଗମ ସହ ରାଉରକେଲା ରେ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଛି ରଥଯାତ୍ରା।ରାଉରକେଲା ର ସର୍ବ ପୁରାତନ ସେକ୍ଟର ୩ , ଅହିରାବନ୍ଧ ଜଗନ୍ନାଥ ମନ୍ଦିର ରୁ ତିନି ରଥ ବାହାରି ସନ୍ଧ୍ୟା ସୁଦ୍ଧା ଆମ୍ବାଗାନ ମାଉସୀମା ମନ୍ଦିର ରେ ପହଞ୍ଚି ଥିଲା।
0
Share
Report
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
Advertisement
Rourkela, Panposh, Odisha:
ରାଉରକେଲା ଓ ରଘୁନାଥପଲ୍ଲୀ କଂଗ୍ରେସ ର ବିଧାୟକ ପ୍ରାର୍ଥୀ ଙ୍କ ସରକାରଙ୍କ ଉପରେ ହାଳାବୋଲ। ବିଗତ ଏକ ବର୍ଷ ଭିତରେ ଦୁଇ ବିଧାନସଭା କ୍ଷେତ୍ରକୁ ବିଜେପି ସରକାର କରିଛନ୍ତି ବହୁ ଅବହେଳା। ଏପରିକି ପୂର୍ବରୁ ହେବାକୁ ଥିବା ଅନେକ ପ୍ରକଳ୍ପ ଏବେ ମଧ୍ୟ ଥଣ୍ଡା ବସ୍ତାରେ। ରାଉରକେଲା ମହାନଗର ନିର୍ବାଚନ ହେଉ ଅବା ସ୍ମାର୍ଟ ସିସି ଟିଭି ବ୍ୟବସ୍ଥା ,ଏପରି ଅନେକ କାର୍ଯ୍ୟ କୁ ସରକାର ଭୁଲି ଯାଇଥିବା ଅଭିଯୋଗ ଆଣିଛି କଂଗ୍ରେସ।
0
Share
Report
ଆଢୋଣଗଡ଼, Odisha:
ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭୈରବୀଙ୍କ ନିକଟରେ ଦୀପଦାନ ଓ ପୂଜାର୍ଚ୍ଚନା ସହିତ ପ୍ରାର୍ଥନା କଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବହୁ ବିଜେଡି କର୍ମୀ ଓ ଶୁଭେଚ୍ଛୁ ।
0
Share
Report
Gundurisahi, Odisha:
ବୌଦ୍ଧ ଜିଲ୍ଲା ବାସୀଙ୍କ ଦୀର୍ଘ ବର୍ଷର ସ୍ଵପ୍ନ ପୁରଣ ହୋଇଛି । ଜିଲ୍ଲାକୁ ଗଡିଛି ଟ୍ରେନ । ପ୍ରଧାନମନ୍ତ୍ରୀ ଏହାର ଆଭାଷୀ ଜରିଆରେ ଉଦଘାଟନ କରିଛନ୍ତି ।
0
Share
Report
Puranakatak, Odisha:
ଦୀର୍ଘ ବର୍ଷ ଅନ୍ତ ହେବାକୁ ଯାଇଛି । ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ଆଉ କିଛି ସମୟ ପରେ ରେଳ ନେଟୱର୍କ ରେ ସାମିଲ ହେବ । ବୌଦ୍ଧ ରୁ ଦୁଇଟି ଏବଂ ପୁରୁଣାକଟକରୁ ଗୋଟିଏ ଏଭଳି ୩ ଟି ଟ୍ରେନ ଏବଂ ଜିଲ୍ଲାର ସମସ୍ତ ଷ୍ଟେସନ ର ଉଦଘାଟନ କରିବେ ।
0
Share
Report
ଆଢୋଣଗଡ଼, Odisha:
ଦୁର୍ଘଟଣାର ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ ଓ ହେଲପର । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ୫୭ ନଂ ଜାତୀୟ ରାଜପଥର ମାର୍ଦ୍ଦିଙ୍ଗ ବୁଲାଣୀ ରାସ୍ତାରେ ଘଟିଛି ଦୁର୍ଘଟଣା ।
0
Share
Report
Bauda, Odisha:
ବିଧାୟକଙ୍କ ରେଳ ଷ୍ଟେସନ ପରିଦର୍ଶନ ପରେ ଜଣା ପଡ଼ିଛି ଆସନ୍ତା ୨୦ ତାରିଖ ଶୁକ୍ରବାର ଦିନ ବୌଦ୍ଧ ଜିଲ୍ଲାର ବୌଦ୍ଧ, ବୀରନରସିଂହପୁର ଏବଂ ପୁରୁଣାକଟକ ରେଳ ଷ୍ଟେସନ ର ଉଦଘାଟନ ସହିତ ଟ୍ରେନ ଚଳାଚଳ ହେବା ନେଇ ସ୍ପଷ୍ଟ ହୋଇଥିବା ଜଣାପଡିଛି ।
0
Share
Report
Puranakatak, Odisha:
ଢେଙ୍କାନାଳ ବନରକ୍ଷୀ ଙ୍କୁ ଶିକାରୀ ମାନେ ହତ୍ୟା କରିବା ଘଟଣାକୁ ନେଇ ସମଗ୍ର ରାଜ୍ୟର ବନ କର୍ମଚାରୀ ମାନେ କଳା ବ୍ୟଚ ପରିଧାନ କରିଛନ୍ତି । ନିର୍ଦ୍ଧାରିତ ସମୟ ସୀମା ଭିତରେ ୩ ଦଫା ଦାବି ପୁରଣ ନ କଲେ ସାମୁହିକ ଛୁଟିରେ ଯିବା ପାଇଁ ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଞ୍ଜର ବନ କର୍ମଚାରୀ ମାନେ ବ୍ରହ୍ମପୁର ସର୍କଲ ଅଣ ଗେଜେଟେଡ ବନ ସେବା ସଂଘର ସଭାପତିଙ୍କ ଉପସ୍ଥିତିରେ ପୁରୁଣାକଟକ ରେଞ୍ଜ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
0
Share
Report
Balliguda, Odisha:
ବାଲିଗୁଡା ଥାନା ଅଞ୍ଚଳରରେ ଦେଶି ମଦ ଧରିବା ପାଇଁ ପୁଲିସ ପାଖରେ ଅଭିଯୋଗ କରିଛନ୍ତି ଗୁଳିମରା ସାହିର ମହିଳା ସଂଙ୍ଘ, ଶନିବାର ଅପରାହ୍ନ 4ଘଣ୍ଟିକା ସମୟରେ ଏହି ଅଭିଯୋଗ କରିଥିବା ନେଇ ଏହି ସଂଙ୍ଘ ର ସଦସ୍ୟ ସୁଚନା ଦେଇଛନ୍ତି ତେବେ କଣ ରହିଛି ଅଭିଯୋଗ ଆସନ୍ତୁ ଶୁଣିବା
0
Share
Report
Rourkela, Odisha:
ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ପହିଲି ରଜରେ ଧୁମ୍ ମଚେଇଲେ ପିଲା ଠାରୁ ବୟସ୍କ। ରଜଦୋଳି ସହ ପିଠା ପଣା, ରଜପାନ, ନାଚ ଗୀତରେ ସରିଲା ପହିଲି ରଜ।
1
Share
Report