Back
Khalananda Sharma
Kendujhar758035

ଟ୍ରଲର ଧକ୍କାରେ ଝୁମ୍ପୁରା ବାଇପାସ ନିକଟସ୍ଥ ଜାତୀୟ ରାଜପଥର ଭାଙ୍ଗିଲା ହୋଡିଂ, ଯାତାୟାତ ବାଧାପ୍ରାପ୍ତ

Khalananda SharmaKhalananda SharmaJun 30, 2025 02:07:29
Barbil, Odisha:
କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଝୁମ୍ପୁରା ବାଇପାସ ନିକଟସ୍ଥ ଜାତୀୟ ରାଜପଥର ହୋଡ଼ିଂକୁ ଗତ ବିଳମ୍ବିତ ରାତିରେ ଏକ ଟ୍ରକ ଧକ୍କା ଦେଇ ଭାଙ୍ଗି ଦେଇଥିବା ଜଣା ପଡିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ମୃତାହତଙ୍କ ବିଷୟରେ ସୂଚନା ମିଳି ପାରି ନାହିଁ।
1
Report
Kendujhar758035

ସାମ୍ନାକୁ ଆସିଲା ହରିଚନ୍ଦନପୁର ଉପରବଜାରରେ ନାରାୟଣ ଜୁଏଲର୍ସରୁ ହୋଇଥିବା ଡକାୟତି ଘଟଣାର ସିସିଟିଭି ଫୁଟେଜ

Khalananda SharmaKhalananda SharmaJun 29, 2025 18:15:34
Barbil, Odisha:
ଗତ ବୁଧବାର ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଉପରବଜାରରେ ଥିବା ଏକ ପ୍ରତିଷ୍ଠିତ ସୁନା ଦୋକାନ ନାରାୟଣ ଜୁଏଲର୍ସରୁ ବନ୍ଧୁକ ଦେଖାଇ ୫ କେଜିରୁ ଉର୍ଦ୍ଧ୍ବ ସୁନା ଗହଣା ଚୋରାଇ ନେଇଥିଲେ ଦୃର୍ବୁତ୍ତ। ଏହି ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସେହିଦିନ ସିସିଟିଭିରେ କଏଦ ହୋଇଥିବା ଡକାୟତି ବେଳର ଦୃଶ୍ୟ ଆଜି ସାମ୍ନାକୁ ଆସିଛି।
1
Report