Back
ବିଜେପି ଶାସନ ରେ ରାଉରକେଲାକୁ ଅବହେଳା।ଅଭିଯୋଗ ଆଣିଲେ କଂଗ୍ରେସ ର ଦୁଇ ବିଧାୟକ ପ୍ରାର୍ଥୀ।
Rourkela, Panposh, Odisha
ରାଉରକେଲା ଓ ରଘୁନାଥପଲ୍ଲୀ କଂଗ୍ରେସ ର ବିଧାୟକ ପ୍ରାର୍ଥୀ ଙ୍କ ସରକାରଙ୍କ ଉପରେ ହାଳାବୋଲ। ବିଗତ ଏକ ବର୍ଷ ଭିତରେ ଦୁଇ ବିଧାନସଭା କ୍ଷେତ୍ରକୁ ବିଜେପି ସରକାର କରିଛନ୍ତି ବହୁ ଅବହେଳା। ଏପରିକି ପୂର୍ବରୁ ହେବାକୁ ଥିବା ଅନେକ ପ୍ରକଳ୍ପ ଏବେ ମଧ୍ୟ ଥଣ୍ଡା ବସ୍ତାରେ। ରାଉରକେଲା ମହାନଗର ନିର୍ବାଚନ ହେଉ ଅବା ସ୍ମାର୍ଟ ସିସି ଟିଭି ବ୍ୟବସ୍ଥା ,ଏପରି ଅନେକ କାର୍ଯ୍ୟ କୁ ସରକାର ଭୁଲି ଯାଇଥିବା ଅଭିଯୋଗ ଆଣିଛି କଂଗ୍ରେସ।
0
Report
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com