Back
ସାତ ଫୁଟ ଅଜଗର ଉଦ୍ଧାର
Rourkela, Odisha
ରାଉରକେଲା OSAP କଲୋନୀ ଅନ୍ତର୍ଗତ ଏକ ଘର ବଗିଚାରୁ ପାଖାପାଖି ୭ଫୁଟ ଲମ୍ବର ଏକ ଅଜଗର କୁ ଉଦ୍ଧାର କରିଛନ୍ତି snake help line ର ସଦସ୍ୟ ଜ୍ୟୋତିର୍ମୟ ରାଉତ। ଘର ବଗିଚାରେ ଅଜଗର ସାପ ଦେଖି ଭୟ ର ବାତାବରଣ ରେ snake help line କୁ ଖବର ଦେଇଥିବା ବେଳେ, ଖବର ପାଇ ଅଜଗର କୁ ସୁରକ୍ଷିତ ଉଦ୍ଧାର କରିବା ସହିତ ଏହାକୁ ତାର ପ୍ରକୃତି ଅନୁକୂଳ ପରିବେଶ ରେ ଛାଡି ଦିଆଯିବ ବୋଲି ସୂଚନା ଦେଇଛନ୍ତି ଜ୍ୟୋତିର୍ମୟ।
0
Share
Report
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
Advertisement
Rourkela, Odisha:
ବଜାରରେ ପୁନଃ ପ୍ରବେଶ କଲା ଲୋକପ୍ରିୟ ଗୃହସ୍ଥୀ ଅଗରବତୀ। ଶିଳ୍ପ ନଗରୀ ରାଉରକେଲାରୁ ଆରମ୍ଭ ହୋଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏପରିକି ରାଜ୍ୟ ବାହାରେ ମଧ୍ୟ ତାର ଗୁଣବତ୍ତା କୁ ନେଇ ବେଶ୍ ଲୋକପ୍ରିୟ ହୋଇଥିବା ମସଲା କମ୍ପାନୀ ଗୃହସ୍ଥି ଦୀର୍ଘ ବର୍ଷ ପରେ ପୁଣି ବଜାରକୁ ଆଣିଛି ତାର ସୁଗନ୍ଧିତ ଅଗରବତୀ। ପୂର୍ବରୁ କେବଳ ରାଉରକେଲା ,ହନୁମାନ ବାଟିକା ରେ ଏହି ଅଗରବତୀ ମିଳୁଥିବା ବେଳେ ବର୍ତ୍ତମାନ ଏହା ସମଗ୍ର ଓଡ଼ିଶା ସମେତ ଭାରତର ବିଭିନ୍ନ ସ୍ଥାନରେ ବହୁ ସୁଗନ୍ଧ ରେ ମିଳିବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆଯାଇଛି।
0
Share
Report
Phulbani, Odisha:
ପୁରୁଣାକଟକ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ RSS ପକ୍ଷରୁ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ । ଏଥିରେ ବହୁ ଶେବିକା ସାମିଲ ହୋଇଥିଲେ ।
0
Share
Report
Phulbani, Odisha:
ଖୋର୍ଦ୍ଧା ବଲାଙ୍ଗୀର ରେଳ ପ୍ରକଳ୍ପ ର ବୌଦ୍ଧ ଜିଲା ଭଉଁରୀପଥର ଥରେ ରେଳ ରାସ୍ତା ନିର୍ମାଣ ପାଇଁ ଜବର ଦଖଲ ଉଚ୍ଛେଦ କୁ ବନ୍ଦ କରିବା ଘଟଣାକୁ ବିଜେଡ଼ି ବିରୋଧ କରିଥିବା ଜଣା ପଡିଛି।
0
Share
Report
Barbil, Odisha:
କେନ୍ଦୁଝର ଜିଲ୍ଲା ୨୦ ନମ୍ବର ଜାତୀୟ ରାଜପଥର ଝୁମ୍ପୁରା ବାଇପାସ ନିକଟସ୍ଥ ଜାତୀୟ ରାଜପଥର ହୋଡ଼ିଂକୁ ଗତ ବିଳମ୍ବିତ ରାତିରେ ଏକ ଟ୍ରକ ଧକ୍କା ଦେଇ ଭାଙ୍ଗି ଦେଇଥିବା ଜଣା ପଡିଛି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ମୃତାହତଙ୍କ ବିଷୟରେ ସୂଚନା ମିଳି ପାରି ନାହିଁ।
1
Share
Report
Barbil, Odisha:
ଗତ ବୁଧବାର ସନ୍ଧ୍ୟାରେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଉପରବଜାରରେ ଥିବା ଏକ ପ୍ରତିଷ୍ଠିତ ସୁନା ଦୋକାନ ନାରାୟଣ ଜୁଏଲର୍ସରୁ ବନ୍ଧୁକ ଦେଖାଇ ୫ କେଜିରୁ ଉର୍ଦ୍ଧ୍ବ ସୁନା ଗହଣା ଚୋରାଇ ନେଇଥିଲେ ଦୃର୍ବୁତ୍ତ। ଏହି ସଶସ୍ତ୍ର ଡକାୟତି ଘଟଣାରେ ପୋଲିସ ତଦନ୍ତ ଜାରି ରଖିଥିବା ବେଳେ ସେହିଦିନ ସିସିଟିଭିରେ କଏଦ ହୋଇଥିବା ଡକାୟତି ବେଳର ଦୃଶ୍ୟ ଆଜି ସାମ୍ନାକୁ ଆସିଛି।
1
Share
Report
Rourkela, Odisha:
ପ୍ରବଳ ଜନ ସମାଗମ ସହ ରାଉରକେଲା ରେ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଛି ରଥଯାତ୍ରା।ରାଉରକେଲା ର ସର୍ବ ପୁରାତନ ସେକ୍ଟର ୩ , ଅହିରାବନ୍ଧ ଜଗନ୍ନାଥ ମନ୍ଦିର ରୁ ତିନି ରଥ ବାହାରି ସନ୍ଧ୍ୟା ସୁଦ୍ଧା ଆମ୍ବାଗାନ ମାଉସୀମା ମନ୍ଦିର ରେ ପହଞ୍ଚି ଥିଲା।
0
Share
Report
Rourkela, Panposh, Odisha:
ରାଉରକେଲା ଓ ରଘୁନାଥପଲ୍ଲୀ କଂଗ୍ରେସ ର ବିଧାୟକ ପ୍ରାର୍ଥୀ ଙ୍କ ସରକାରଙ୍କ ଉପରେ ହାଳାବୋଲ। ବିଗତ ଏକ ବର୍ଷ ଭିତରେ ଦୁଇ ବିଧାନସଭା କ୍ଷେତ୍ରକୁ ବିଜେପି ସରକାର କରିଛନ୍ତି ବହୁ ଅବହେଳା। ଏପରିକି ପୂର୍ବରୁ ହେବାକୁ ଥିବା ଅନେକ ପ୍ରକଳ୍ପ ଏବେ ମଧ୍ୟ ଥଣ୍ଡା ବସ୍ତାରେ। ରାଉରକେଲା ମହାନଗର ନିର୍ବାଚନ ହେଉ ଅବା ସ୍ମାର୍ଟ ସିସି ଟିଭି ବ୍ୟବସ୍ଥା ,ଏପରି ଅନେକ କାର୍ଯ୍ୟ କୁ ସରକାର ଭୁଲି ଯାଇଥିବା ଅଭିଯୋଗ ଆଣିଛି କଂଗ୍ରେସ।
0
Share
Report
ଆଢୋଣଗଡ଼, Odisha:
ବୌଦ୍ଧ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ ଭୈରବୀଙ୍କ ନିକଟରେ ଦୀପଦାନ ଓ ପୂଜାର୍ଚ୍ଚନା ସହିତ ପ୍ରାର୍ଥନା କଲେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକର ବହୁ ବିଜେଡି କର୍ମୀ ଓ ଶୁଭେଚ୍ଛୁ ।
0
Share
Report
Gundurisahi, Odisha:
ବୌଦ୍ଧ ଜିଲ୍ଲା ବାସୀଙ୍କ ଦୀର୍ଘ ବର୍ଷର ସ୍ଵପ୍ନ ପୁରଣ ହୋଇଛି । ଜିଲ୍ଲାକୁ ଗଡିଛି ଟ୍ରେନ । ପ୍ରଧାନମନ୍ତ୍ରୀ ଏହାର ଆଭାଷୀ ଜରିଆରେ ଉଦଘାଟନ କରିଛନ୍ତି ।
0
Share
Report