Back
Khordha752055blurImage

Khorda - ପ୍ରବାଦ ପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦଶମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଖୋର୍ଦ୍ଧା ଜାନକୀବଲ୍ଲଭ ପାର୍କରେ ଅନୁଷ୍ଠିତ

SURYA NARAYAN MOHANTY
Apr 21, 2025 07:34:51
Khordha, Odisha

ଖୋର୍ଦ୍ଧା, ପ୍ରବାଦ ପୁରୁଷ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦଶମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ଖୋର୍ଦ୍ଧା ଜାନକୀବଲ୍ଲଭ ପାର୍କରେ ଅନୁଷ୍ଠିତ। ଯୋଗଦେଲେ ବିଜେପି, ବିଜେଡ଼ି ଓ କଂଗ୍ରେସର ବରିଷ୍ଠ ନେତୃମଣ୍ଡ।

0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com