Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Gajapati761017

ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା କାର , ମା ପୁଅ ଗୁରୁତ

Sept 06, 2024 05:07:20
Chandiput, Odisha

ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା କାର , ମା ପୁଅ ଗୁରୁତର। ଅଡବା ଥାନା ଅନ୍ତର୍ଗତ ଗୁଣ୍ଡିମା ଗାଁ ନିକଟସ୍ଥ ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସିଲା କାର । ସୂଚନା ପ୍ରକାରେ ଆଜି ସକାଳ ସମୟରେ ବ୍ରହ୍ମପୁର ରୁ ରାୟଗଡ଼ା ଅଭିମୁଖେ ଏକ କାର ଯୋଗେ ମା ଓ ପୁଅ ଯାଉଥିଲେ। ଅଡବା ଥାନା ଅନ୍ତର୍ଗତ ଗୁଣ୍ଡୀମା ଗାଁ ନିକଟସ୍ଥ ଏକ ବୁଲାଣି ରାସ୍ତା ରେ ଭାରସାମ୍ୟ ହରାଇ ୧୦ ଫୁଟ ତଳକୁ ଖସି ପଡ଼ିଥିଲା। ଯାହା ଫଳରେ କାର ରେ ଥିବା ମା ଓ ପୁଅ ଦୁଇଜଣ ଆହାତ ଅବସ୍ଥାରେ ପଡ଼ି ରହିଥିଲେ। କିଛି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ମୋହନା ମେଡ଼ିକାଲ୍ ରେ ଭର୍ତ୍ତି କରିଥିଲେ। 

1
comment0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Sept 18, 2025 14:19:38
0
comment0
Report
SKSusanta Kumar Dash
Sept 13, 2025 07:09:48
14
comment0
Report
SKSusanta Kumar Dash
Sept 11, 2025 00:22:05
15
comment0
Report
SKSusanta Kumar Dash
Jul 17, 2025 15:14:18
14
comment0
Report
Advertisement
Back to top