Back
संबलपुर में किसानों ने यूरिया-लिक्विड की कीमतों पर धांधली के खिलाफ कार्यालय पर प्रदर्शन
ANAJAY NATH
Feb 21, 2026 16:02:15
Sambalpur, Odisha
ସମବାୟ ସମିତି ଉପ ନିବନ୍ଧକ ଙ୍କୁ
ସମ୍ବଲପୁର ରେ ୟୁରିଆ ସାର କଳାବଜାରୀ କୁ ନେଇ ଘେରିଲେ
ଚାଷୀ |ଏବେ ୟୁରିଆ ସାର ର ଅଭାବ ଦେଖିବାକୁ ମିଳିଛି |ଯାହାର ମୂଲ୍ୟ ୨୬୭ ଟଙ୍କା ଥିବା ବେଳେ ତାହାକୁ ଚାଷୀ ବ୍ଲାକ ମାର୍କେଟ ରେ ସାଢେ ତିନି ଶହ ରୁ ଚାରି ଶହ ଟଙ୍କା ଦେବାକୁ ବାଧ୍ୟ ହେଉଛି ଚାଷୀ |ତା ସହ ନାନୋ ଇୟୁରିଆ ଲିକୁଇଡ କୁ ନେବା ପାଇଁ ବାଧ୍ୟ କରୁଥିବା ଚାଷୀ ଅଭିଯୋଗ କରିଛି | ଏ ସମସ୍ତ ଅଭିଯୋଗ ନେଇ ସେମାନେ ଉପ ନିବନ୍ଧକ ଙ୍କ କାର୍ଯ୍ୟାଳୟ ଘେରିଛନ୍ତି |ଏ ବାବଦରେ ପ୍ରତିକ୍ରିୟା ଦେଇ ଉପ ନିବନ୍ଧକ କହିଛନ୍ତ୍ତି ଯେ କାହାରିକୁ ନାନୋ ଇଉରିଆ ଲିକୁଇଡ ପାଇଁ ବାଧ୍ୟ କରାଯାଇ ନାହିଁ |ସମସ୍ତ ଙ୍କୁ ଇଉରିଆ ସାର ଯୋଗାଇ ଦିଆଯିବ କିନ୍ତୁ ଯେ ନାନୋ ଇଉରିଆ ଲିକୁଇଡ ଚାହିଁବ ତାଙ୍କୁ ଦିଆଯିବ ଅନ୍ୟଥା କାହାରି ପାଇଁ ବାଧ୍ୟ ବାଧକତା ନ ଥିବା କୁହାଯାଇଛି |
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
PPPraveen Pandey
FollowFeb 21, 2026 17:03:150
Report
MMMohammad Muzammil
FollowFeb 21, 2026 17:03:010
Report
JSJitendra Soni
FollowFeb 21, 2026 17:02:420
Report
VSVaibhav Sharma
FollowFeb 21, 2026 17:02:040
Report
NTNagendra Tripathi
FollowFeb 21, 2026 17:01:520
Report
VSVishnu Sharma
FollowFeb 21, 2026 17:01:280
Report
DGDeepak Goyal
FollowFeb 21, 2026 17:01:100
Report
AMAsheesh Maheshwari
FollowFeb 21, 2026 17:00:410
Report
0
Report
SSSanjay Sharma
FollowFeb 21, 2026 17:00:330
Report
RKRakesh Kumar
FollowFeb 21, 2026 17:00:160
Report
0
Report
1
Report