Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Khordha752055blurImage

ଖୋର୍ଦ୍ଧା:-ପୁରୀ ଘୋଷଯାତ୍ରାରେ ୩ ରଥକୁ ସୁନ୍ଦର କରିବା ଉଦ୍ଧେଶ୍ୟରେ ୨୨ବର୍ଷ ଧରି ଶୋଲଫୁଲ ଯୋଗାଇ ଆସୁଛନ୍ତି ରାଜକିଶୋର

SURYA NARAYAN MOHANTY
Jun 22, 2025 06:33:05
Khordha, Odisha
ଖୋର୍ଦ୍ଧା:- ପୁରୀ ଘୋଷଯାତ୍ରା ଅବସରରେ ତିନି ରଥକୁ ଅଧିକ ସୁନ୍ଦର କରିବା ପାଇଁ ବିଗତ ୨୨ବର୍ଷ ଧରି ଶୋଲଫୁଲ ଯୋଗାଇ ଆସୁଛନ୍ତି ଖୋର୍ଦ୍ଧା ଗୁରୁଜଙ୍ଗ ଭୋଇସାହିର ରାଜ କିଶୋରଙ୍କ ପରିବାର । ସେଥିପାଇଁ ପରିବାରର ସମସ୍ତ ସଦସ୍ୟ ଲାଗି ପଡିଛନ୍ତି ଏବେ ଫୁଲ ତିଆରିରେ । ଅକ୍ଷୟ ତୃତୀୟ ଠାରୁ ରଥକାମ ଆରମ୍ଭ ହେବା ପରଠାରୁ ଏହି ପରିବାରର ପ୍ରତ୍ୟେକ ମଣିଷ ନିଷ୍ଠାର ସହ ଲାଗି ପଡ଼ନ୍ତି ଶୋଲଫୁଲ କାମରେ । ଆଉ ନେତ୍ରୋତ୍ସବ ଦିନ ନିଜେ ମନ୍ଦିର ପ୍ରଶାସନ ପାଖରେ ପହଂଚି, ଅନୁମତି ପାଇବା ପରେ ୩ରଥରେ ଶୋଲଫୁଲ ଖଂଜିଥାନ୍ତି ।
2
Report

हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|

Advertisement