Back
केंदुझर जंगलों में बाघ हमला, 8 लोग गंभीर घायल, वन विभाग जांच में जुटा
AMABHAYA MOHANTY
Mar 06, 2026 10:21:30
Keonjhar, Odisha
ଆଙ୍କର: ଶିଆଳ କାମୁଡାରେ ୮ଜଣ ଗୁରୁତର, କେନ୍ଦୁଝର ଜିଲ୍ଲା ଘଟଗାଁ ଡ଼ାକ୍ତରଖାନାରେ ଭର୍ତ୍ତି । ଘଟଗାଁରେ ୮ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା ଶିଆଳ । ଆଜି ସକାଳୁ ଘଟଗାଁ ବାଇପାସ୍ ନିକଟ ଅଟେଇ ସଂରକ୍ଷିତ ଜଙ୍ଗଲକୁ ଲାଗିଥିବା ଉପରାଡ଼ିହା ଓ ଦୁଃଖାବାହାଳି ଗାଁ ଭିତରକୁ ଏକ ଶିଆଳ ପଶି ଆସି ୭ ଜଣ ଓ ତାରିଣୀ ଦର୍ଶନ ପାଇଁ ଆସିଥିବା ଜଣେ ଭକ୍ତଙ୍କୁ ମଧ୍ୟ ଗୋଡ଼ାଇ କାମୁଡିଛି ଶିଆଳ । ସମସ୍ତ ଗୁରୁତରଙ୍କୁ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ, ଘଟଣାସ୍ଥଳରେ ଘଟଗାଁ ବନ ବିଭାଗ ପହଞ୍ଚି କରୁଛି ତଦନ୍ତ । ଏଥିସହିତ ଗୁରୁତର ହୋଇଥିବା ଲୋକେ ଗୋଟିଏ ସପ୍ତାହରେ ଭଲ ହେଲେ ୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଥିବା ବେଳେ ଯଦି ୨ ସପ୍ତାହ ମଧ୍ୟରେ ଭଲ ହୁଅନ୍ତି ତେବେ ୧୦ ହଜାର ଟଙ୍ାା ସହାୟତା ଦିଆଯିବ । ସେହି যଦି କୌଣସି ବ୍ୟକ୍ତିଙ୍କୁ ଭଲ ହେବା ପାଇଁ ଏକ ମାସରୁ ଉର୍ଦ୍ଧ୍ବ ସମୟ ଲାଗେ, ତେବେ ତାଙ୍କୁ ଦେଢ଼ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ ପ୍ରତିକ୍ରିୟା ମିଳିଛି ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
NJNaynee Jain
FollowMar 06, 2026 17:18:57Noida, Uttar Pradesh:लोकसभा में विपक्ष के नेता Rahul Gandhi ने केरल के Marian College में छात्रों के साथ प्राचीन मार्शल आर्ट कलारी को आज़माया
0
Report
AMAsheesh Maheshwari
FollowMar 06, 2026 17:18:260
Report
NJNEENA JAIN
FollowMar 06, 2026 17:18:070
Report
RSRAJEEV SHARMA
FollowMar 06, 2026 17:17:520
Report
0
Report
JSJitendra Soni
FollowMar 06, 2026 17:17:370
Report
JGJugal Gandhi
FollowMar 06, 2026 17:17:240
Report
PKPrashant Kumar
FollowMar 06, 2026 17:17:100
Report
ASAmit Singh
FollowMar 06, 2026 17:16:460
Report
NMNitesh Mishra
FollowMar 06, 2026 17:15:260
Report
DDDHANANJAY DWIVEDI
FollowMar 06, 2026 17:15:130
Report
0
Report