Back
केन्दुझर पुलिस की नई गृहरक्षक बटालियन के कैडेट्स ने 8 सप्ताह का प्रशिक्षण पूरा किया
AMABHAYA MOHANTY
Feb 24, 2026 06:16:45
Keonjhar, Odisha
କେନ୍ଦୁଝର ପୋଲିସର ଦକ୍ଷତା ବୃଦ୍ଧି କରିବେ ନୂତନ ଗୃହରକ୍ଷୀ ବାହିନୀର କ୍ୟାଡେଟ୍
ଆଙ୍କର: କେନ୍ଦୁଝର ପୋଲିସର ଦକ୍ଷତା ବୃଦ୍ଧି କରିବେ ନୂତନ ଗୃହରକ୍ଷୀ ବାହିନୀର ୩୨୨ଜଣ କ୍ୟାଡେଟ୍ ଦୀର୍ଘ ୮ସପ୍ତାହର ପ୍ରଶିକ୍ଷଣ ଶେଷ କରିଛନ୍ତି । ଭାରତୀୟ ନ୍ୟାୟ ସଂହିତା,ଟ୍ରାଫିକ୍ ପରିଚାଳନା, ବିପର୍ଯ୍ୟୟ ପରିଚାଳନା, ସିସିଟିଏନଏସ୍, କମ୍ପ୍ୟୁଟର୍, ଗାଡ଼ି ଚାଳନା ଆଦି ବିଭାଗରେ ଏହି କ୍ୟାଡେଟ୍ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା । ଏହାପରେ ଆଜି ଏହି ନୂତନ ଗୃହରକ୍ଷୀ ବାହିନୀର କ୍ୟାଡେଟ୍ ମାନେ ରିଜର୍ଭ ପଡ଼ିଆରେ ଏକାଠି ହୋଇ ଏକ ଚିତ୍ତାକର୍ଷକ ପ୍ୟାରେଡ୍ ପ୍ରଦର୍ଶନ କରିଥିଲେ । କେନ୍ଦୁଝର ଏସପି ହେଉଛନ୍ତି ଏହି ପ୍ୟାରେଡ୍ ରେ ଉପସ୍ଥିତ ରହି ନୂତନ ଗୃହରକ୍ଷୀ କ୍ୟାଡେଟ୍ ମାନଙ୍କୁ ଉତ୍ସାହିତ କରିଥିଲେ । ଏମାନେ କେନ୍ଦୁଝର ପୋଲିସର ଦକ୍ଷତା ବୃଦ୍ଧି କରିବା ସହିତ, ମନଧ୍ୟାନ ସହକାରେ କେନ୍ଦୁଝର ପୋଲିସ ପାଇଁ କାର୍ଯ୍ୟକରିବେ ବୋଲି କହିଛନ୍ତି କେନ୍ଦୁଝର ଏସପି ।
ବାଇଟ ୧-ନୀତିନ କୁଶଲକର, ଏସପି, କେନ୍ଦୁଝର ।
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
0
Report
0
Report
0
Report
0
Report
0
Report
1
Report
VSVaibhav Sharma
FollowFeb 24, 2026 08:37:280
Report
DCDhruv Chaudhary
FollowFeb 24, 2026 08:37:090
Report
DCDhruv Chaudhary
FollowFeb 24, 2026 08:36:350
Report
AVArun Vaishnav
FollowFeb 24, 2026 08:36:210
Report
ASArvind Singh
FollowFeb 24, 2026 08:34:44Sawai Madhopur, Rajasthan:सवाईमाधोपुर- जयपुर एसीबी की बड़ी कार्रवाई
पंचायत समिति के विकास अधिकारी को किया रिश्वत लेते रंगे हाथों गिरफ्तार
₹100000 की रिश्वत की राशि लेते हुए किया गिरफ्तार
मानटाउन थाने पर चल रही है कार्रवाई
0
Report
MCManish Chaudary
FollowFeb 24, 2026 08:34:320
Report
RKRampravesh Kumar
FollowFeb 24, 2026 08:34:160
Report
ASABDUL SATTAR
FollowFeb 24, 2026 08:33:500
Report