Back
खोड़रा जिला: साधारणतंत्र दिवस 2026 और बक्सी जगबंधु श्रद्ध दिवस की तैयारी बैठक सफल
SMSURYA MOHANTY
Jan 06, 2026 09:07:46
Khordha, Odisha
ଖୋର୍ଦ୍ଧା ଜିଲ୍ଲା ସ୍ତାରୀୟ ସାଧାରଣତନ୍ତ୍ର ଦିବସ-୨୦୨୬ ଏବଂ ବକ୍ସି ଜଗବନ୍ଧୁ ଶ୍ରାଦ୍ଧ ଦିବସ -୨୦୨୬ ପାଳନ ନିମିତ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ଖୋର୍ଦ୍ଧା:- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ଙ୍କ ଅଧ୍ୟକ୍ଷତାରେ ପବିତ୍ର ଜିଲ୍ଲା ସ୍ତ୍ରୀୟ ସାଧାରଣତନ୍ତ୍ର ଦିବସ ପାଳନ -୨୦୨୬ ଏବଂ ଖୋର୍ଦ୍ଧା ମାଟିର ଗର୍ବ ଓ ଗୌରବ ସ୍ଵାଧୀନତା ସଂଗ୍ରାମୀ ବୀର ବକ୍ସି ଜଗବନ୍ଧୁ ଙ୍କ ଶ୍ରାଦ୍ଧ ଦିବସ -୨୦୨୬ ପାଳନ ଉପଲକ୍ଷେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି l ସାଧାରଣତନ୍ତ୍ର ଦିବସ ଏବଂ ବକ୍ସି ଜଗବନ୍ଧୁ ଙ୍କ ଶ୍ରାଦ୍ଧ ଦିବସ କୁ ସ୍ମରଣୀୟ କରିବା ପାଇଁ ଅଧ୍ୟକ୍ଷ ଶ୍ରୀ ବେଉରା ବୈଠକରେ ଉପସ୍ଥିତ ସମସ୍ତ ସଦସ୍ୟା ଏବଂ ସଦସ୍ୟ ମାନଙ୍କ ମତାମତ ଲୋଡିଥିଲେ l ପ୍ରସ୍ତାବ ଅନୁମୋଦନ କ୍ରମେ ସାଧାରଣ ତନ୍ତ୍ର ଦିବସ ଦିନ ପ୍ରତ୍ୟୁଷରୁ ୪୦୦ ପାରଣ୍ୟ ଯନ୍ତ୍ର ଯୋଗେ ପୌର ପରିଷଦ ଅଞ୍ଚଳରେ ରାମଧୁନ ପ୍ରଚାର କରାଯିବ l ପରେ ସକାଳେ ବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ନିଜନିଜ ଅଞ୍ଚାଳରେ ପ୍ରଭାତ ଫେରି କରାଯିବା ସହ ସକାଳ ୭ ଘଟିକା ସମୟରେ ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ, ସକାଳ ୭ ଘଟିକା ୩୦ ମିନିଟ ସମୟରେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଜାତୀୟ ପାଟାକା ଉତ୍ତୋଳନ କରାଯିବ l ଜିଲ୍ଲା ସ୍ତ୍ରୀୟ ମୁଖ୍ୟ ଉତ୍ସବ ଜିଲ୍ଲା ସଦର ମହକୁମା ବି ଜେ ବି ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହେବ l ଉତ୍ସବର ମୁଖ୍ୟ ଅତିଥି ସକାଳ ୯ ଘଟିକା ୧୫ ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରି ଜାତି ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରିବେ l ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ପ୍ରାଥମିକ, ଉଚ୍ଚ ପ୍ରାଥମିକ, ଉଚ୍ଚ ବିଦ୍ୟାଳୟ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ସ୍ତ୍ରୀୟ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହେବ l ସଡ଼କ ସୁରକ୍ଷାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରେଷ୍ଠ ଜୀବନ ରକ୍ଷା କାରୀ (ଗୁଡ଼ ସମରିଟାନ୍)ଙ୍କୁ ଓ କ୍ରୀଡ଼ା କ୍ଷେତ୍ରରେ ଆନ୍ତର୍ଜାତୀୟ କ୍ଷେତ୍ର ରେ ଶ୍ରେଷ୍ଠତା ପ୍ରତିପାଦିତ ନିମନ୍ତେ କ୍ରୀଡ଼ାବିତ ଙ୍କୁ ସମ୍ବର୍ଦ୍ଧିତ କରାଯିବ l ସେହିପରି ବକ୍ସି ଜଗବନ୍ଧୁ ଙ୍କ ଶ୍ରାଦ୍ධ ଦିବସ ପାଳନ ଉପଲକ୍ଷେ Ul ଉଚ୍ଚ ବିଦ୍ୟାଳୟ ସ୍ତ୍ରୀୟ ବକ୍ସି ଙ୍କ ଜୀବନୀ ଉପରେ ବକ୍ତୃତା ପ୍ରତିଯୋଗିତା ବି ଜେ ବି ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେବ l ଆସନ୍ତା ୨୪ ତାରିଖ ସକାଳ ୧୧ ଘଟିକା ସମୟରେ ବି ଜେ ବି ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ସାଧାରଣ ସଭା ଅନୁଷ୍ଠିତ ହେବ l ବିଦ୍ୟାଳୟ ପରିସରରେ ଥିବା ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତୀରେ ସାମୁହିକ ମାଲ୍ୟାର୍ପଣ ଅତିଥି ମାନଙ୍କ କୁ ଦ୍ବାରା କରାଯିବ l ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଅଭ୍ୟାସ ପ୍ୟାରେଡ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ବି ୟ ଉଚ୍ଚ ବିଦ୍ୟାଳୟ ପଡ଼ିଆରେ ଏବଂ ମୁଖ୍ୟ ଉତ୍ସବ ୨୬ ତାରିଖ ଦିନ ବି ଟି ୁଚ୍ଚ ବିଦ୍ୟାଳୟ ପଡ଼ିଆରେ ଅନୁଷ୍ଠିତ ହେବ l ଦିବସରେ ବିଭିନ୍ନ ବିଭାଗର ରାଜ୍ୟ ସରକାରଙ୍କ ଅଗ୍ରଣୀ ଯୋଜନାର ପ୍ରଜ୍ଞାପନ measures ପୂର୍ତ୍ତ ୍ preb Me 2
ଜାତୀୟ ପତାକାକୁ ସମସ୍ତ କାର୍ଯ୍ୟାଳୟ ସୂର୍ଯ୍ୟାସ୍ତ ପୂର୍ବରୁ observation ଅବତରଣ କରିବାକୁ ଅଧ୍ୟକ୍ଷ, ଅତିରିକ୍ତ ଜିଲ୍ଲାପାଳ, ପ୍ରଶାସନ ଶ୍ରୀ ପ୍ରତାପ ଚନ୍ଦ୍ର ବେଉରା ସମସ୍ତ ଅଧିକାରୀ ମାନଙ୍କୁ
ଉତ୍ସବକୁ ସଫଳ କରିବା ନିମନ୍ତେ ପୂର୍ତ୍ତ ବିଭାଗ, ପାନୀୟ ଜଳ ବିଭାଗ, ପୌର ପରିଷଦ, ଅଗ୍ନିଶମ ସେବା ବିଭାଗ, ଜିଲ୍ଲା ଶିକ୍ଷା ବିଭାଗ, ଜିଲ୍ଲା କୃଷି ବିଭାଗ, ଜିଲ୍ଲା ସଂସ୍କୃତି ବିଭାଗ, ପ୍ରାଣ ନାଥ ସ୍ୱୟଂ ଶାସିତ ମହାବିଦ୍ୟାଳୟ , ଜିଲ୍ଲା ପୋଲିସ ପ୍ରଶାସନ , ଉଦ୍ୟାନ କୃଷି ସମେତ ସମୃକ୍ତ ସମସ୍ତ ସରକାରୀ ବିଭାଗ ସେମାନଙ୍କ ଉପରେ ନ୍ୟସ୍ତ ଦାୟିତ୍ୱକୁ ସୁଚାରୁରୂପେ ସମ୍ପାଦନା କରିବା ନିମନ୍ତେ ଅଧ୍ୟକ୍ଷ ଦେଇଥିଲେ l ସ୍ୱାଗତ ଭାଷଣ ଓ ଧନ୍ୟବାଦ arpa ସୂଚନା ୋ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବହେରା ପ୍ରଦାନ କରିଥିବା ଳେ
0
Report
हमें फेसबुक पर लाइक करें, ट्विटर पर फॉलो और यूट्यूब पर सब्सक्राइब्ड करें ताकि आप ताजा खबरें और लाइव अपडेट्स प्राप्त कर सकें| और यदि आप विस्तार से पढ़ना चाहते हैं तो https://pinewz.com/hindi से जुड़े और पाए अपने इलाके की हर छोटी सी छोटी खबर|
Advertisement
0
Report
BSBhanu Sharma
FollowJan 07, 2026 17:33:320
Report
AJAvinash Jagnawat
FollowJan 07, 2026 17:33:210
Report
ACAshish Chauhan
FollowJan 07, 2026 17:33:080
Report
चंदौसी क्षेत्र में तेज रफ्तार ट्रैक्टर ट्राली ने परीक्षा देने जारहे दो हाई स्कूल के छात्रों को रौंदा
0
Report
ACAshish Chauhan
FollowJan 07, 2026 17:32:500
Report
SSSHAILENDAR SINGH THAKUR
FollowJan 07, 2026 17:32:360
Report
0
Report
RSR.B. Singh
FollowJan 07, 2026 17:32:11Tikamgarh, Madhya Pradesh:टीकमगढ़- शहर के थाना कोतवाली के पास बुजुर्ग को चलते चलते आया हार्ट अटैक, स्थानीय लोगों ने 108 एम्बुलेंस की मदद से जिला अस्पताल पहुंचाया, जहाँ डॉक्टरों द्वारा बुजुर्ग को मृत घोषित बताया गया।
0
Report
AMAsheesh Maheshwari
FollowJan 07, 2026 17:31:430
Report
RKRaushan Kumar
FollowJan 07, 2026 17:30:10Noida, Uttar Pradesh:न्यूज़ फ्लैश JNU वायरल वीडियो मामले में दिल्ली पुलिस ने FIR दर्ज की भड़काऊ बयान- 352 शांति भंग करना- 353 के तहत केस दर्ज
0
Report
0
Report
0
Report
0
Report
1
Report