Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Kandhamal762103

ପାଣ୍ଡୁପଦର ଗ୍ରାମରେ ରାସ୍ତା ନଥିବାରୁ ଜାଇ ପାରିଲାନି ଆମ୍ବୁଲାନ୍ସ, ଅଟୋରେ ୪ କିଲୋମିଟର କାଦୁଅରେ ଠେଲି ଠେଲି ଆଣିଲେ ଗ୍ରାମବାସୀ , ଅଧା ବାଟରେ ବିଲ ମଝିରେ ପ୍ରସବ କଲେ ମହିଳା,

Chita Ranjan ZEE NEWS KANDHAMAL
Jun 26, 2025 02:05:23
Balliguda, Odisha
ପାଣ୍ଡୁପଦର ଗ୍ରାମରେ ରାସ୍ତା ନଥିବାରୁ ଜାଇ ପାରିଲାନି ଆମ୍ବୁଲାନ୍ସ, ଅଟୋରେ ୪ କିଲୋମିଟର କାଦୁଅରେ ଠେଲି ଠେଲି ଆଣିଲେ ଗ୍ରାମବାସୀ , ଅଧା ବାଟରେ ବିଲ ମଝିରେ ପ୍ରସବ କଲେ ମହିଳା, ବଧବାର ଅପରାହ୍ନ 4ଘଣ୍ଟିକା ସମୟରେ ଗ୍ରାମବାସୀ ଙ୍କ ସୁଚନା ଅନୁସାରେ ପୁଣି ଏକ ଜନନୀ ଯନ୍ତ୍ରଣା ସହ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ପବିଙ୍ଗିଆ ପଞ୍ଚାୟତ ପାଣ୍ଡୁ ପଦର ଗାଁରେ ସ୍କୁଲ ସାହି ଏହି ଗାଁ ରେ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ବି ନଥିବାରୁ ଲୋକେ ଯାତାୟତ ପାଇଁ ବହୁ ଅସୁବିଧା ର ସମ୍ମୁଖୀନ ହେଇଛନ୍ତି l ଆଜି ଏହି ପାଣ୍ଡୁପଦର ଗାଁର ତପୋବନ ମଲିକ ଙ୍କ ସ୍ତ୍ରୀ ତପସ୍ୱିନୀ କହଁର 26 ବର୍ଷ ଙ୍କ ଗର୍ଭ ଯନ୍ତ୍ରଣା ହେବାରୁ ଫିରିଙ୍ଗିଆ ମେଡିକାଲ କୁ ଯିବାପାଇଁ ୧0୮ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ କିନ୍ତୁ ରାସ୍ତା ନଥିବାରୁ ଏବଂ କାଦୁଅ ପଚ ପଚ ହୋଇଥିବାରୁ ଆମ୍ବୁଲାନ୍ସ ପାଣ୍ଡୁ ପଦର ଗାଁ କୁ ଯାଇପାରିନଥିବା ବେଳେ ପ୍ରାୟ ୪ କିଲୋମିଟର ଦୂରରେ ଅଟକି ଯାଇଥିଲା ତେବେ ଆମ୍ବୁଲାନ୍ସ ଯିବାରେ ବିଳମ୍ବ
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Advertisement