Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Ganjam760002

ବ୍ରହ୍ମପୁର କୁ ମୁଁ ବେସି ଭଲ ପାଏ, ଏଠି ଯେଉଁ ଫିଲ୍ମ ହିଟ୍ ହୁଏ ସବୁଠି ହିଟ୍ ହୁଏ : ବାବୁସାନ୍

PREMANANDA PUJARI
Jun 27, 2025 04:17:00
Brahmapur, Odisha
ବ୍ରହ୍ମପୁର : ବ୍ରହ୍ମପୁର ସ୍ଥିତ ରୁକ୍ମଣୀ ହଲରେ ଓଡିଆ ସିନେ ଜଗତର ଅଭିନେତା ବାବୁସାନ୍ ପହଞ୍ଚି ଦର୍ଶକ ଙ୍କୁ ଉତ୍ସାହିତ କରିଛନ୍ତି। ସେ କହିଛନ୍ତି ବ୍ରହ୍ମପୁର ହେଉଛି ମୋର ପ୍ରିୟ ସହର । ଏଠି ଯେଉଁ ଫିଲ୍ମ ହିଟ୍ ହୁଏ, ସବୁଠି ହିଟ୍ ହୋଇଥାଏ । ବୋଉ ବୁଟୁ ଭୁତ ଫିଲ୍ମ ରିଲିଜ ଅବସରରେ ବାବୁସାନ୍ ଦର୍ଶକ ଙ୍କ ସହ ଫିଲ୍ମ ଦେଖି ଅନୁଭବ ପ୍ରକାଶ କରିଛନ୍ତି। ବାଇଟ_ ବାବୁସାନ୍, ଅଭିନେତା
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Advertisement