Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Ganjam760002blurImage

ଦୁର୍ଗମାଞ୍ଚଳ କାମରିଙ୍ଗ ଗ୍ରାମରେ ୫୦ତମ ସ୍ବର୍ଣ୍ଣ ଜୟନ୍ତି ଓ ନୂତନ ପାଳକ ଅଭିଷେକ ଉତ୍ସଵ ପାଳିତ

PREMANANDA PUJARI
Jun 16, 2025 03:37:55
Brahmapur, Odisha
ବ୍ରହ୍ମପୁର ସାଂସଦୀୟ କ୍ଷେତ୍ରର ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ବିରିକୋଟ ଗ୍ରାମ ପଞ୍ଚାୟତ ର କାମେରିଙ୍ଗ୍ ଗ୍ରାମରେ ଆୟୋଜିତ ବିଶାଳ ଜନସମାବେଶରେ ଯୋଗଦେଲେ ବରିଷ୍ଠ କଂଗ୍ରେସ ନେତା ତଥା ବ୍ରହ୍ମପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ରଶ୍ମିରଞ୍ଜନ ପଟ୍ଟନାୟକ। କାମେରିଙ୍ଗ ଗ୍ରାମର ଏମ ଏସ ଆଇ କୁଇ ବାପଟିଷ୍ଟ ମଣ୍ଡଳୀ ସଭାସ୍ଥଳରେ ଆୟୋଜିତ ୫୦ତମ ସ୍ବର୍ଣ୍ଣ ଜୟନ୍ତି ଓ ନୂତନ ପାଳକ ଅଭିଷେକ ଉତ୍ସବରେ ଜନସାଧାରଣଙ୍କୁ ଉଦବୋଧନ ଦେଇଛନ୍ତି ଶ୍ରୀ ପଟ୍ଟନାୟକ।
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement