Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Ganjam760002

ଗୋପାଳପୁର ନିର୍ବାଚନ ମଣ୍ଡଳିରେ ପୁଣି ଲଜ୍ୟା, ଗୋଳନ୍ଥରା ଥାନା ଅଞ୍ଚଳରେ ୧୨ ବୟସ୍କ ନାବାଳିକା କୁ ଅସଦାଚରଣ ଅଭିଯୋଗ

PREMANANDA PUJARI
Jul 01, 2025 14:30:07
Brahmapur, Odisha
0107ZO_SP_BYTE_GOLANHARA ବ୍ରହ୍ମପୁର: ଗୋପାଳପୁର ନିର୍ବାଚନ ମଣ୍ଡଳୀରେ ପୁଣି ଜଣେ ନାବାଳିକା କୁ ଦୁଷ୍କର୍ମ ଅଭିଯୋଗ ହୋଇଛି ! ଗୋଳନ୍ଥରା ଥାନା ଅଞ୍ଚଳ ରେ ଜଣେ 12 ବର୍ଷ ର ନାବାଳିକା କୁ ଅପକର୍ମ କରାଇଥିବା ଅଭିଯୋଗ ହୋଇଛି। ଖବର ପାଇ ନାବାଳିକା ଙ୍କ ପରିବାର ଓ ପୋଲିସ ମିଳିତ ଭାବେ ଘଟଣା ସ୍ଥଳ ରେ ପହଞ୍ଚି ଉକ୍ତ ସ୍ଥାନରୁ ଯୁବକ ଙ୍କୁ କାବୁ କରିବା ସହ ନାବାଳିକା ଙ୍କୁ ଉଦ୍ଧାର କରି ଡାକ୍ତରି ମାଇନା ଲାଗି ପଠାଇଛି। ଏଭଳି ଘଟଣା ସମଗ୍ର ଅଞ୍ଚଳ ରେ ଆଲୋଡନ ସୃଷ୍ଟି କରୁଛି।
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Advertisement