Back
କେନ୍ଦ୍ରର ୧୧ ବର୍ଷ ଏବଂ ରାଜ୍ୟ ସରକାର ଙ୍କ ୧ବର୍ଷ ର ଉପଲବ୍ଧି ବଖାଣିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ
Rourkela, Odisha
କେନ୍ଦ୍ରର ୧୧ ବର୍ଷ ଏବଂ ରାଜ୍ୟ ସରକାର ଙ୍କ ୧ବର୍ଷ ର ଉପଲବ୍ଧି ବଖାଣିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ବର୍ଷ ଏକ ଉପଲବ୍ଧି ଅନେକ ର ନାରା ଦେଇ ରାଜ୍ୟର ପୂର୍ବ ସରକାର ଓ ବର୍ତ୍ତମାନ ର ବିଜେପି ସରକାର ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇଥିଲେ ବିଶେଶ୍ୱର। ଏଥିସହିତ ପୂର୍ବ ସରକାର ରେ ସାଧାରଣ ଲୋକେ ଏପରିକି ନେତା,ମନ୍ତ୍ରୀ,ଦଳୀୟ କର୍ମୀ ମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନଥିବା ବେଳେ ବର୍ତମାନ ଏହି ଧାରା ସମ୍ପୂର୍ଣ ବଦଳି ଯାଇଥିବା କହି ଏହା ଲୋକଙ୍କ ସରକାର ବୋଲି ଅଭିହତ କରିଛନ୍ତି। ଅନ୍ୟପଟେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରାଯିବ ବୋଲି କହିଛନ୍ତି ବିଶେଶ୍ୱର ଟୁଡୁ।
0
Report
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com