Back

ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ବିଶ୍ୱ ରକ୍ତ ଦାନ ଶିବିର ଅନୁଷ୍ଠିତ ହଇଯାଇଛି, ଏହି କାଯ୍ୟକ୍ରମ ରେ ବିଡିଓ ମୁଖ୍ୟ ଅତିଥି ଭାବରେ ଯଗଦେଇଛନ୍ତି, ଆଜିର ଦିନରେ ବିପଦବନ୍ଧୁ
Balliguda, Badagan, Odisha
ବାଲିଗୁଡା ଉପଖଣ୍ଡ ଚିକିତ୍ସାଳୟ ରେ ବିଶ୍ୱ ରକ୍ତ ଦାନ ଶିବିର ଅନୁଷ୍ଠିତ ହଇଯାଇଛି, ଏହି କାଯ୍ୟକ୍ରମ ରେ ବିଡିଓ ମୁଖ୍ୟ ଅତିଥି ଭାବରେ ଯଗଦେଇଛନ୍ତି, ଆଜିର ଦିନରେ ବିପଦବନ୍ଧୁ ର ସଦସ୍ୟ 27ଥର ରକ୍ତ ଦାନ ଦ କୈଳାଶ ଆରୁଖ ସମ୍ମାନିତ ସମ୍ମାନିତ ହଇଥିବା ବେଳେ ସିମା ରେଡି ମଧ୍ୟ ସମ୍ମାନିତ କରାଯାଇଛି
0
Share
Report
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
Rourkela, Odisha:
ଓଡ଼ିଶାର କୃଷି ଭିତ୍ତିକ ଗଣପର୍ବ ପହିଲି ରଜରେ ଧୁମ୍ ମଚେଇଲେ ପିଲା ଠାରୁ ବୟସ୍କ। ରଜଦୋଳି ସହ ପିଠା ପଣା, ରଜପାନ, ନାଚ ଗୀତରେ ସରିଲା ପହିଲି ରଜ।
1
Share
Report
Rourkela, Odisha:
କେନ୍ଦ୍ରର ୧୧ ବର୍ଷ ଏବଂ ରାଜ୍ୟ ସରକାର ଙ୍କ ୧ବର୍ଷ ର ଉପଲବ୍ଧି ବଖାଣିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ। ବର୍ଷ ଏକ ଉପଲବ୍ଧି ଅନେକ ର ନାରା ଦେଇ ରାଜ୍ୟର ପୂର୍ବ ସରକାର ଓ ବର୍ତ୍ତମାନ ର ବିଜେପି ସରକାର ମଧ୍ୟରେ ଥିବା ପାର୍ଥକ୍ୟ ଦର୍ଶାଇଥିଲେ ବିଶେଶ୍ୱର। ଏଥିସହିତ ପୂର୍ବ ସରକାର ରେ ସାଧାରଣ ଲୋକେ ଏପରିକି ନେତା,ମନ୍ତ୍ରୀ,ଦଳୀୟ କର୍ମୀ ମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ପାରୁନଥିବା ବେଳେ ବର୍ତମାନ ଏହି ଧାରା ସମ୍ପୂର୍ଣ ବଦଳି ଯାଇଥିବା କହି ଏହା ଲୋକଙ୍କ ସରକାର ବୋଲି ଅଭିହତ କରିଛନ୍ତି। ଅନ୍ୟପଟେ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଳନ କରାଯିବ ବୋଲି କହିଛନ୍ତି ବିଶେଶ୍ୱର ଟୁଡୁ।
0
Share
Report
Rourkela, Odisha:
ରାଉରକେଲା ସେକ୍ଟର ୧୫ ଥାନା ଅନ୍ତର୍ଗତ ଏକ ଜଙ୍ଗଲିଆ ଅଞ୍ଚଳ ରୁ ଗୁରୁବାର ସକାଳୁ ଏକ ଅର୍ଦ୍ଧଦଗ୍ଧ ଅଚିହ୍ନା ଯୁବକଙ୍କ ପରିତ୍ୟକ୍ତ ମୃତଦେହ ଉଦ୍ଧାର କରାଯାଇଛି।ପୋଲିସ ଓ ସାଇଣ୍ଟିଫିକ ଟିମ୍ ର ସୂଚନା ମୁତାବକ ଯୁବକଙ୍କ ଆନୁମାନିକ ବୟସ ୩୦ ରୁ ୩୫ ବର୍ଷ ମଧ୍ୟରେ ହୋଇଥିବା ବେଳେ ତିନି ଚାରି ଦିନ ପୂର୍ବରୁ ମୃତ୍ୟୁ ହୋଇଛି। ତେବେ ଦୀର୍ଘ ତିନିଚାରି ଦିନ ପରେ ପୋଲିସ ସୂଚନା ପାଇଥିବା ବେଳେ ଯୁବକଙ୍କ ପରିଚୟ ଏବଂ ମୃତ୍ୟୁ ର କାରଣ ଖୋଜୁଛି ପୋଲିସ। ଅନ୍ୟପଟେ ଯୁବକଙ୍କ ମୃତଦେହ ମିଳିବା ପରେ ଏହା ହତ୍ୟା ନା ଆତ୍ମହତ୍ୟା ଅବା ଅନ୍ୟ କେଉଁଠାରେ ହତ୍ୟା କରି ଉକ୍ତ ଜଙ୍ଗଲିଆ ସ୍ଥାନରେ ପୋଡ଼ି ଦିଆଯାଇଛି ଆଦି ଆଲୋଚନା ହେଉଛି।
1
Share
Report
Gadramunda, Odisha:
ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ପ୍ରଦେଶ କଂଗ୍ରେସ କମିଟି ଆହ୍ବାନ କ୍ରମେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଏକ ଶୋଭାଯାତ୍ରା ଖଡିଆଳ ଠାକୁରାଣୀ ମନ୍ଦିର ପରିସର ରୁ ବାହାରି ଖଡିଆଳ ନଗର ପରିକ୍ରମା ପରେ ଅଗ୍ରସେନ୍ ଧର୍ମଶାଳା ପରିସର ମଧ୍ୟକୁ ପ୍ରବେଶ କରିଥିଲା। ଖଡିଆଳ କଂଗ୍ରେସ ନେତା କମଲ ଚରଣ ତାଣ୍ଡି ଙ୍କ ନେତୃତ୍ୱ ରେ ସମ୍ବିଧାନ ବଞ୍ଚାଅ ସମାବେଶ ଅନୁଷ୍ଠିତ ହୋଇଅଛି। ଏହି ସମାବେଶ ରେ ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ପ୍ରଦେଶ କଂଗ୍ରେସ କମିଟି ଆହ୍ବାନ କ୍ରମେ ଏହିସଭାରେ ରାଜ୍ୟ ଓ ଜ଼ିଲ୍ଲା ସ୍ତରୀୟ କର୍ମକର୍ତା ଯୋଗ ଦେଇଥିଲେ
0
Share
Report
Barpadar, Odisha:
ନୂଆପଡା ଜ଼ିଲ୍ଲା କୋମନା ବ୍ଲକ ସଭାଗୃହ ଠାରେ ଜ଼ିଲ୍ଲପାଳ ମଧୁସୂଦନ ଦାସ ଙ୍କ ଅଧକ୍ଷତା ରେ ଜ଼ିଲ୍ଲାସ୍ତରୀୟ ଯୁଗ୍ମ ଶୁଣାଣିଶିବିର ଅନୁଷ୍ଠିତ ହୋଇଥିଲା ଏହି ଶିବିରରେ ମୋଟ 58 ଗୋଟି ଶୁଣାଣି ପ୍ରଶାସନ କରିଥିବା ବେଳେ 47 ଗୋଟି ବ୍ୟକ୍ତିଗତ ଓ 11 ଗୋଟି ଗୋଷ୍ଟୀଗତ ଅଭିଯୋଗ ଥିଲା ଏହି ସବୁସମସ୍ୟାର ସମାଧାନ ଶୀଘ୍ର କରାଯିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ଜ଼ିଲ୍ଲପାଳ ନିର୍ଦେଶ ଦେଇଥିଲେ ଏହି ଶୁଣାଣି ଶିବିରରେ ଆରକ୍ଷୀ ଉପଆଧିକ୍ଷକ ରଣଜିତ ନାୟକ, ବନଖଣ୍ଡ ଅଧିକାରୀ ଖରିଆର ଆଜିଜ ଖାଁ, ଲମ୍ବୋଧର ଧରୁଆ, ଯୋଗେନ୍ଦ୍ର ମାଝୀ, ବ୍ଲକ ଅଧକ୍ଷା ଅନୁସୟା କୁମ୍ଭାର, ଉପାଧ୍ୟାକ୍ଷ ଜୟଦେବ ପ୍ରଧାନ କୋମନା ବିଡ଼ିଓ ଭକ୍ତବନ୍ଧୁ ବୁଡ଼େକ,
0
Share
Report
Balliguda, Odisha:
ତହସିଲ ପ୍ରଶାସନ ପକ୍ଷରୁ ୨୦ ହଜାର ପୋଲିସ ପ୍ରଶାସନ ପକ୍ଷରୁ ୧୦ ହଜାର କଂଗ୍ରେସ ନେତା ବିଚିତ୍ରା ନନ୍ଦ ଆଚାଯ୍ୟ (ଟୁନା ଆଚାଯ୍ୟ ) ୨୦ ହଜାର , ଦେବା ପରେ ଉଠିଲା ରାସ୍ତା ଅବରୋଧ , ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟ ର ଅବ୍ୟବସ୍ଥା କୁ ନେଇ ପ୍ରତିବାଦ କରିଛନ୍ତି କଂଗ୍ରେସ ନେତା
0
Share
Report
Brahmapur, Odisha:
ବ୍ରହ୍ମପୁର : ବାଇକରେ ଗଞ୍ଜେଇ ପାରସାଲ ବେଳେ ୨୧ କେଜି ଗଞ୍ଜେଇ ଜବତ, ଜଣେ ଗିରଫ ହୋଇଛନ୍ତି। ବ୍ରହ୍ମପୁର ଅବକାରୀ ଭ୍ରାମ୍ୟମାଣ ଟିମ୍ ତାଲୁକା ଛକ ନିକଟରୁ ଏକ ବାଇକ୍ ଚାଳକଙ୍କ ଠାରୁ ୨୧ କେଜି ଗଞ୍ଜେଇକୁ ଜବତ କରିଛି। ବ୍ରହ୍ମପୁର ସହରକୁ ଏକ ବାଇକରେ ରିତିମତ ଗଞ୍ଜେଇ ଆସୁଥିବା ଖବର ପାଇଥିଲା ଅବକାରୀ ବିଭାଗ। ବିଭାଗୀୟ ଇନ୍ସପେକ୍ଟର ମନିଶା ଭୋଳଙ୍କ ଏକ ଟିମ୍ ତାଲୁକା ଛକରେ ଛକି ରହିଥିଲେ। ଉକ୍ତ ରାସ୍ତା ଦେଇ ଆସୁଥିବା ଏକ ବାଇକ୍କୁ ଅଟକାଇ ଯାଞ୍ଚ କରିବା ବେଳେ ବାଇକ୍ ପଛରେ ବସିଥିବା ଜଣେ ଯୁବକ ଚମ୍ପଟ ମାରିଥିଲେ। ଅବକାରୀ ଟିମ୍ ହାବୁଡ଼ରେ ଧରା ପଡ଼ିଥିବା ଗାଡ଼ି ଚାଳକ ଜଣଙ୍କ ଅଡ଼ବା ଥାନା ଅନ୍ତର୍ଗତ ଗୁମିଗୁଡ଼ା ଅସିୟ ମଣ୍ଡଳ(୪୧) ଅବକାରୀ ଟିମ୍ ତାଙ୍କ ନିକଟରୁ ୨୧ କେଜି ଗଞ୍ଜେଇ କୁ ଜବତ କରିଛି। ଉକ୍ତ ଗଞ୍ଜେଇ ଅଡ଼ବା ଅଞ୍ଚଳରୁ ଅଣାଯାଇଥିବା ବେଳେ ତାହା ବ୍ରହ୍ମପୁରରେ ଜଣେ ମାଫିଆ ନେଇ ବାହାର ରାଜ୍ୟକୁ ଚାଲାଣ କରିଥାନ୍ତେ ବୋଲି ଗିରଫ ଯୁବକ ଜଣଙ୍କ ଜେରା ବେଳେ ଅବକାରୀ ଟିମ୍
0
Share
Report
Khordha, Odisha:
ଖୋର୍ଦ୍ଧା:- ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁ ଖତ ଖାଉଛି କୋଟି କୋଟି ଟଙ୍କାରେ ନିର୍ମିତ ଆରଏମସିର ମାର୍କେଟ କମ୍ପ୍ଲେକ୍ସ, ଗୋଦାମ ଗୃହ ଓ କୃଷକ ବଜାର ।
0
Share
Report
Khordha, Odisha:
ଖୋର୍ଦ୍ଧା:- ଅବ୍ୟବସ୍ଥା ଘେରରେ ଚିଲିକା କୂଳ ସ୍ଥିତ କାଳୁପଡାଘାଟ ଜେଟି, ସିଡିଏ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନର ଅଣଦେଖା ।
0
Share
Report