
Khordha - କଟକର ତ୍ରିକୂଟ ଧାମରେ ବରଯାତ୍ରୀଙ୍କ ଉନ୍ମୋତକାଣ୍ଡ: ଜାଣନ୍ତୁ ସତ୍ୟ
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
ରାଜନହର ଟ୍ରାଫିକ ପୋଷ୍ଟ ର ଶୁଭ ଉଦଘାଟନ କଲେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସହରରେ ବିଭିନ୍ନ ସ୍ଥାନରେ ଟ୍ରାଫିକ ସମସ୍ୟା ଦେଖା ଯାଉଥିବା ବେଳେ ତାହାର ନିରାକରଣ ପାଇଁ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ପ୍ରଥମ ପ୍ରୟାସ ଆରମ୍ଭ ହୋଇଛି। ଆଜି ପ୍ରାୟ ଦଶଟା ବେଳେ ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ରାଜ ନହର ତଥା ଜଗନ୍ନାଥ ମନ୍ଦିର , କଲେଜ ଛକ ଟ୍ରାଫିକ ପୋଷ୍ଟ ଟି ର ରିବିନ କାଟି ଏହାର ଶୁଭ ଉଦଘାଟନ କରିଛନ୍ତି। ଏହି ଅବସରରେ ଗଜପତି ଜିଲ୍ଲାପାଳ ବିଜୟ କୁମାର ଦାସ, ଆରକ୍ଷୀ ଅଧିକ୍ଷକ ଯତୀନ୍ଦ୍ର କୁମାର ପଣ୍ଡା, ଏସ ଡି ପି ଓ ମାଧବାନନ୍ଦ ନାୟକ ଙ୍କ ସହ ଅନ୍ୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସହରରେ ଟ୍ରାଫିକ ସମସ୍ୟା ନିୟନ୍ତ୍ରଣ କରିବା ପାଇଁ ଏହି ବ୍ୟବସ୍ଥା ଆରମ୍ଭ କରାଯାଇଥିବା ପୋଲିସ ବିଭାଗ ।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଖୋର୍ଦ୍ଧା ଗ୍ରସ୍ତ, ତହସିଲ କାର୍ଯ୍ୟାଳୟକୁ ଯାଇ ସରକାର ବିଭିନ୍ନ ଯୋଜନାର କଲେ ସମୀକ୍ଷା।
ଖୋର୍ଦ୍ଧା:- ଆନ୍ତର୍ଜାତିକ ସମବାୟ ବର୍ଷ ଉପଲକ୍ଷେ ଉପ ନିବନ୍ଧକ ସମବାୟ ସମିତି ଖୋର୍ଦ୍ଧା ବିଭାଜନ ପକ୍ଷରୁ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ।