Back
Khordha752055blurImage

Khordha - ଖୋର୍ଦ୍ଧା ହାବେଳୀ ପଡିଆ ଠାରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ ପାଳିତ

SURYA NARAYAN MOHANTY
Apr 24, 2025 09:18:00
Khordha, Odisha
ଖୋର୍ଦ୍ଧା ହାବେଳୀ ପଡିଆ ଠାରେ ଜିଲ୍ଲାସ୍ତରୀୟ ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ ପାଳିତ, ମୁଖ୍ୟ ଅତିଥି ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଦ୍ବାରା ନୂତନ ହିତାଧିକାରୀଙ୍କୁ ରାସନ୍ କାର୍ଡ ପ୍ରଦାନ ଓ ଲକ୍ଷପତି ଦିଦିଙ୍କୁ କରାଗଲା ସମ୍ମାନୀତ ।
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com