Back
Kandhamal: ପରମପାଙ୍ଗା ଠାରେ ଭାରସାମ୍ୟ ହରେଇ ଓଲୋଟିଲା କୋଲ୍ଡଡ୍ରିକ୍ସ ବଝେଇ ଟ୍ରକ୍
Odisha
ପରମପାଙ୍ଗା ଠାରେ ଭାରସାମ୍ୟ ହରେଇ ଓଲୋଟିଲା କୋଲ୍ଡଡ୍ରିକ୍ସ ବଝେଇ ଟ୍ରକ୍।
କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ଥାନା ଅନ୍ତର୍ଗତ ଗଦ୍ରଙ୍ଗିଆ ଘାଟିର ୫୯ ନମ୍ବର ଜାତୀୟ ରାଜପଥ ଏକ ବୁଲାଣିରେ ଏକ କୋଲ୍ଡଡ୍ରିଙ୍କସ ଟ୍ରକ ଦୁର୍ଘଟଣା ଘଟିଛି । ଟ୍ରକ ଟି ଖୋର୍ଦ୍ଧା ଜିଲ୍ଲାରୁ ନବରଙ୍ଗପୁର ଯାଉଥିବା ବେଳେ ଭାରସାମ୍ୟ ହରେଇ ଗଦ୍ରଙ୍ଗୀଆ ଘଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ଟ୍ରକ ରେ ଥିବା କୋଲ୍ଡଡ୍ରିଙ୍କ ପେଟି ନଷ୍ଟ ହୋଇଥିବା ବେଳେ ଗାଡ଼ିର ଚାଳକ ଦୁର୍ଘଟଣା ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖବର ପାଇ ବାଲିଗୁଡ଼ା ଥାନା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗାଡ଼ିକୁ ଜବତ୍ କରିବା ସହିତ ଭଲ ଥିବା କୋଲ୍ଡରିଙ୍କ ପେଡ଼ିକୁ ଗୁଡ଼ିକୁ ଉଦ୍ଧାର କରିଛି।
0
Report
For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com
Advertisement