Back
Ganjam760002blurImage

Ganjam - ଗଞ୍ଜାମ ଜିଲ୍ଲା ଗସ୍ତ ରେ ମୁଖ୍ୟମନ୍ତ୍ର

PREMANANDA PUJARI
Apr 27, 2025 11:46:18
Brahmapur, Odisha
ଗଞ୍ଜାମ ଜିଲ୍ଲା ଗସ୍ତ ରେ ମୁଖ୍ୟମନ୍ତ୍ରୀ। ବ୍ରହ୍ମପୁର ବୁଢ଼ୀ ଠାକୁରାଣୀ ଙ୍କ ଅସ୍ଥାୟୀ ମଣ୍ଡପ ରେ ବିଜେ ମାଁ ଙ୍କ ଘଟକୁ ଦର୍ଶନ କରି କୃପାଶିଷ ନେଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ କୁ ନେଇ ପୋଲିସ ସୁରକ୍ଷା ବ୍ୟବସ୍ଥା କୁ କଡାକଡି କରିଥିଲେ ।‌ ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ରେ ବହୁ ବିଳମ୍ବ ହେତୁ ହଜାର ହଜାର ଶ୍ରଦ୍ଧାଳୁ ମା ଙ୍କ ଦର୍ଶନ ନ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରି ଛିଡ଼ା ରହିଥିଲେ । ଯାଫଳରେ ଶ୍ରଦ୍ଧାଳୁ ଓ ଜନସାଧାରଣ ନାନା ଅସୁବିଧାର ସମ୍ମୁଖୀନ ହୋଇଥିଲେ । ମୁଖ୍ୟମନ୍ତ୍ରୀ ଙ୍କ ଗସ୍ତ ସମୟରେ ସ୍ଥାନୀୟ ବିଧାୟକ କେ ଅନିଲ , ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ। ବାଇଟ_୧ ବାଇଟ_୨
0
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com