Become a News Creator

Your local stories, Your voice

Follow us on
Download App fromplay-storeapp-store
Advertisement
Back
Gajapati761200

Gunabhadra: ପ୍ରେମ ପାଇଁ ମାଁ କୁ ହତ୍ୟା କଲା ଝିଅ, ପ୍ରେମିକ ସହ ଜେଲ ଗଲା ନାବାଳିକା

PREMANANDA PUJARI
May 17, 2025 04:19:14
Paralakhemundi, Odisha
ପ୍ରେମର ମୋହ ଆଗରେ ହାର ମାନିଲା ମା'ର ମମତା। ପ୍ରେମିକ ସହ ମିଶି ମା'କୁ ହତ୍ୟା କଲା ନାବାଳିକା ଝିଅ। ଏଭଳି ଏକ ଘଟଣା ଘଟିଛି ପାରଳାଖେମୁଣ୍ଡିର ମୁଣ୍ଡି ସାହିରେ। ଏନେଇ ଅଭିଯୋଗ ପାଇବା ପରେ ପାରଳାଖେମୁଣ୍ଡି ପୋଲିସ ତଦନ୍ତ କରି ନାବାଳିକା ଝିଅକୁ ସୁଧାର ଗୃହକୁ ପଠାଇଥିବା ବେଳେ ପ୍ରେମିକ ଗଣେଷ ରଥ ଓ ତାର ସାଙ୍ଗ ଦିନେଶ ସାହୁକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଗଜପତି ଏପି ଯତୀନ୍ଦ୍ର ନାଥ ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ, ପାରଳାଖେମୁଣ୍ଡି ସୁଣ୍ଢି ସାହିରେ ଭଡ଼ାରେ ରହୁଥିବା ରାଜଲକ୍ଷ୍ମୀ କରଙ୍କ କୈାଣସି ପିଲା ଛୁଆ ନଥିବାରୁ ସେ ପ୍ରାୟ ୧୩ବର୍ଷ ତଳେ ଏକ ୩ଦିନର କନ୍ୟା ସନ୍ତାନକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ । ସେହିଦିନ ଠାରୁ ଝିଅର ସମସ୍ତ ଦାୟିତ୍ବ ସେ ନେଇ ଆସୁଥିଲେ। ସଂପୃକ୍ତ ଝିଅକୁ ନିଜ ଜୀବନ ଠାରୁ ମଧ୍ୟ ଅଧିକ ଭଲ ପାଉଥିଲେ। ସେଥିପାଇଁ ଝିଅର କେନ୍ଦ୍ରୀୟ ବିଦ୍ୟାଳୟରେ ପଢ଼ିବାର ଜିଦ୍ ତାଙ୍କୁ ପାରଳାଖେମୁଣ୍ଡି ଆଣିଥିଲା। ସେ ଏକ ଭଡ଼ା ଘରେ ରହି ଝିଅ କୁ ପାର
1
Report

For breaking news and live news updates, like us on Facebook or follow us on Twitter and YouTube . Read more on Latest News on Pinewz.com

Advertisement
Advertisement